Today Panchang 9th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ରବିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି - ୧୧ଶୀ ଦିବା ୧୧.୦୫ ଗତେ ୧୨ଶୀ । ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୧୧.୦୫ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୧୮ ରୁ ୦୯.୪୪
ଦିବା – ୦୧.୨୭ ରୁ ୦୧.୫୯
ସନ୍ଧ୍ୟା – ୦୭.୦୦ ରୁ ୦୯.୧୫
ରାତ୍ରି – ୧୨.୧୪ ରୁ ୦୧.୧୬
ରାତ୍ରି – ୦୨.୪୦ ରୁ ୦୩.୧୪
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୩୯ ରୁ ୦୬.୧୫
କାଳବେଳା - ଦିବା ୧୧.୫୨ ରୁ ୦୧.୨୭
ବାରବେଳା - ଦିବା ୧୦.୧୬ ରୁ ୧୧.୫୨
କାଳରାତ୍ରି – ରାତ୍ରି ୦୧.୧୬ ରୁ ୦୨.୪୦
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।