Tourists Trapped Amid Flood Fury: ଚାରିଆଡ଼େ ବନ୍ୟା ପାଣି, ଫସିଲେ ଶତାଧିକ ପର୍ଯ୍ୟଟକ

Oct 29, 2026 - 21:54
Tourists Trapped Amid Flood Fury: ଚାରିଆଡ଼େ ବନ୍ୟା ପାଣି, ଫସିଲେ ଶତାଧିକ ପର୍ଯ୍ୟଟକ

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଂଜାମ ଜିଲ୍ଲାରେ ଆସିଥିବା ବନ୍ୟାରେ ଫସିଛନ୍ତି ପର୍ଯ୍ୟଟକ।

ତପ୍ତପାଣି ଅଂଚଳକୁ ବୁଲିବାକୁ ଆସିଥିବା ଅନେକ ପର୍ଯ୍ୟଟକ ଫସିରହିଛନ୍ତି।

ଗଂଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ହେଉଛି ଉଷ୍ଣପ୍ରସବଣ ତପ୍ତପାଣି।

ଏଠାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି।

ତେବେ ବନ୍ୟା ସ୍ଥିତିରୁ ଅନେକ ସ୍ଥାନରେ ତପ୍ତପାଣି ଘାଟିରେ ରାସ୍ତା ଅବରୋେଧ ହୋଇଛି।

ଅନେକ ପର୍ଯ୍ୟଟକ ରାସ୍ତା ମଝିରେ ଫସିଛନ୍ତି।

ଏନେଇ ତପ୍ତପାଣି ଘାଟିରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ବିଶ୍ୱଜିତ ଆଚାର୍ଯ୍ୟ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।