Trump Faces Midterm Setback: ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଟ୍ରମ୍ପଙ୍କୁ ବଡ଼ ଝଟକା, ଡେମୋକ୍ରାଟ୍ଙ୍କ ବାଜିମାତ୍
ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟକା।
ରିପବ୍ଲିକାନ୍ ପାର୍ଟିକୁ ହରାଇ ଡେମୋକ୍ରାଟିକ୍ ପାର୍ଟିର ବିଜୟ ହୋଇଛି।
୫୧ ଆସନ ହାତେଇବା ସହ ଡେମୋକ୍ରାଟିକ୍ ପାର୍ଟିକୁ ବହୁମତ ମିଳିଛି।
ସିନେଟରେ ମୋଟ୍ ୧୦୦ ଆସନ ମଧ୍ୟରୁ ଡେମୋକ୍ରାଟିକ୍ ପାର୍ଟିକୁ ୫୧ ଆସନ ମିଳିଛି।
Advertisment ଟ୍ରମ୍ପଙ୍କ ଦ୍ବିତୀୟ ପାଳିର କାର୍ଯ୍ୟକାଳ ଅଧା ହୋଇଥିବାବେଳେ ଏହି ନିର୍ବାଚନ ତାଙ୍କ ଶାସନ ଓ ନୀତି ପ୍ରତି ଜନସାଧାରଣଙ୍କ ମତାମତର ପରୀକ୍ଷା ବୋଲି ବିବେଚନା କରାଯାଉଛି।
ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ୪୩୫ଟି ଆସନ ଏବଂ ସିନେଟ୍ ର ୧୦୦ଟି ଆସନ ମଧ୍ୟରୁ ୩୫ଟି ଆସନ ପାଇଁ ହୋଇଛି ମତଦାନ।
ଏଥିସହ ୩୬ଟି ରାଜ୍ୟରେ ଗଭର୍ଣ୍ଣର ପଦ ପାଇଁ ମଧ୍ୟ ନିର୍ବାଚନ ହୋଇଛି।
ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Truth Socialରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି, "ମୁଁ ବାଲଟ୍ ରେ ନଥିଲି।
ଯଦି ମୁଁ ନିର୍ବାଚନ ମଇଦାନରେ ଥାଆନ୍ତି, ତେବେ ଆମେ ବିପୁଳ ବିଜୟ ହାସଲ କରିଥାନ୍ତୁ!" Advertisment ଆମେରିକା ନିର୍ବାଚନ; ଟ୍ରମ୍ପଙ୍କୁ ଝଟ୍ କା ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍ କା ରିପବ୍ଲିକାନ୍ ପାର୍ଟିକୁ ହରାଇ ଡେମୋକ୍ରାଟିକ୍ ପାର୍ଟି ବିଜୟ ୫୧ ଆସନ ହାତେଇବା ସହ ଡେମୋକ୍ରାଟିକ୍ ପାର୍ଟିକୁ ବହୁମତ ମୋଟ୍ ୧୦୦ ଆସନ ମଧ୍ୟରୁ ଡେମୋକ୍ରାଟିକ୍ ପାର୍ଟିକୁ ମିଳିଲା ୫୧
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।