Trump is my father: ଟ୍ରମ୍ପ ମୋ ବାପା...

Oct 08, 2026 - 01:42
Trump is my father: ଟ୍ରମ୍ପ ମୋ ବାପା...

"ବଲିଉଡର "ଡ୍ରାମା କ୍ୱିନ୍" ଭାବେ ପରିଚିତ ରାଖୀ ସାୱନ୍ତ।

ନିଜର ଅଜବଗଜବ ବୟାନ ଓ ମଜାଦାର କଥାବାର୍ତ୍ତା ପାଇଁ ସେ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି।

କେତେବେଳେ ସେଲିବ୍ରିଟିଙ୍କୁ ନେଇ ତ କେତେବେଳେ ଅନ୍ୟ କୌଣସି ପ୍ରସଙ୍ଗକୁ ନେଇ ତାଙ୍କ ବୟାନ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ଖୋରାକ୍ ଯୋଗାଏ।

ଏବେ ରାଖୀଙ୍କ ଟାର୍ଗେଟ୍ ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଟ୍ରମ୍ପଙ୍କୁ ନେଇ ରାଖୀ ଏମିତି ଏକ ବୟାନ ଦେଇଛନ୍ତି ଯାହା ଶୁଣି ଅନେକ ଚକିତ ହୋଇଯାଇଛନ୍ତି।

ତେବେ କଣ କହିଛନ୍ତି ରାଖୀ ଆସନ୍ତୁ ଜାଣିବା Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।