Trump-Putin: ପୁଟିନ୍ ଚୁକ୍ତି କରିବାକୁ ଚାହୁଁଛନ୍ତି, କିନ୍ତୁ ସେ ଏବଂ ଜେଲେନ୍ସକି ପରସ୍ପରକୁ ଘୃଣା କରନ୍ତି

Sep 10, 2026 - 11:26
Trump-Putin: ପୁଟିନ୍ ଚୁକ୍ତି କରିବାକୁ ଚାହୁଁଛନ୍ତି, କିନ୍ତୁ ସେ ଏବଂ ଜେଲେନ୍ସକି ପରସ୍ପରକୁ ଘୃଣା କରନ୍ତି

"ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

ଟ୍ରମ୍ପ୍ ସମ୍ପ୍ରତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି।

ଏହି ଆଲୋଚନା ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ, ପୁଟିନ ଯୁଦ୍ଧ ବନ୍ଦ କରିବା ପାଇଁ ଏକ ଚୁକ୍ତି କରିବାକୁ ଚାହାଁନ୍ତି, କିନ୍ତୁ ସେ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପରସ୍ପରକୁ ଘୃଣା କରନ୍ତି।

ପୁଟିନ ଏବଂ ଜେଲେନସ୍କି ଉଭୟେ ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି ମାତ୍ର ସେମାନଙ୍କ ଶାନ୍ତି ଆଲୋଚନ ପଥରେ ବଡ଼ ସମସ୍ୟା ହେଉଛି ଘୃଣା।

Advertisment ଶାନ୍ତି ଆଲୋଚନାରେ ବାଧା ସୃଷ୍ଟିର କାରଣ ହେଉଛି ଘୃଣା ଫଳରେ ଆଲୋଚନା ଆଗେଇ ପାରୁନାହିଁ।

ସେମାନଙ୍କ ମଧ୍ୟରେ ଥିବା ଶତ୍ରତା କୂଟନୀତିରେ ବାଧା ସୃଷ୍ଟି କରୁଛି।

ଶାନ୍ତି ଚୁକ୍ତିନାମା କାହିଁକି ଏତେ ସମୟ ନେଉଛି?

ଏହି ବିଳମ୍ବ ପଛରେ କ"ଣ କାରଣ ଅଛି?

ଉତ୍ତରରେ, ଟ୍ରମ୍ପ ଏଭଳି କହିଛନ୍ତି।

ତ୍ରିପାକ୍ଷିକ ଆଲୋଚନା ହୋଇପାରେ କି ବୋଲି ପଚରାଯିବାରୁ, ଆମେରିକା ରାଷ୍ଟ୍ରପତି ଇଙ୍ଗିତ ଦେଇଛନ୍ତି ଯେ, ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି।

ସିଧାସଳଖ ଆଲୋଚନା ଏବେ ବି ଟେବୁଲରେ ଅଛି।

ଯୁଦ୍ଧରେ ବହୁତ ଲୋକ ମରୁଛନ୍ତି।

ଗତ ମାସରେ ଏହି ସଂଖ୍ୟା ୨୫ ହଜାରରେ ପହଞ୍ଚିଛି।

West Bengal: ସାଧୁ ବେଶରେ ୩୨ ବର୍ଷ, ୩୮ ବର୍ଷ ପରେ ଧରାପଡ଼ିଲା ଫେରାର ଅଭିଯୁକ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।