Twin City Traffic Gets Major Overhaul: ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ହେବ ସ୍ଥାୟୀ ସମାଧାନ, ପ୍ରମୁଖ ଛକର ବଦଳିବ ଡିଜାଇନ
ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ହେବ ସ୍ଥାୟୀ ସମାଧାନ। ବଢ଼ିବ ସହରର ପ୍ରମୁଖ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟ। ଏଥିପାଇଁ ଗତକାଲି ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ଟ୍ୱିନ୍ ସିଟିର ଟ୍ରାଫିକ୍ ଡି କଞ୍ଜେସନ୍ ପ୍ଲାନ୍ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି।
ଏଥିରେ ଟ୍ବିନ୍ ସିଟିର ଯେଉଁ ସବୁ ପ୍ରମୁଖ ରାସ୍ତା ଓ ଟ୍ରାଫିକ୍ ଜଙ୍କସନ୍ ଗୁଡ଼ିକ ଖରାପ ଅବସ୍ଥାରେ ଅଛି, ସେଗୁଡ଼ିକୁ ତୁରନ୍ତ ମରାମତି କରାଯିବ। ରାଜଧାନୀର ପ୍ରମୁଖ ଛକଗୁଡ଼ିକର ଡିଜାଇନ ବଦଳିବ ଏବଂ ରାସ୍ତାକୁ ଚଉଡ଼ା କରାଯିବ। ରାଜଧାନୀର କେଉଁ ପ୍ରମୁଖ ଛକଗୁଡ଼ିକରେ ବଦଳିବ ଡିଜାଇନ୍ ଆଉ ହଟିବ ଟ୍ରାଫିକ୍ ସମସ୍ୟା।...
ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ହେବ ସ୍ଥାୟୀ ସମାଧାନ
ବଢ଼ିବ ସହରର ପ୍ରମୁଖ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟ
ଲୋକସେବା ଭବନରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଟ୍ରାଫିକ୍ ଡି କଞ୍ଜେସନ୍ ପ୍ଲାନ୍ ସମ୍ପର୍କରେ ବିସ୍ତୃତ ସମୀକ୍ଷା
ଖରାପ ରାସ୍ତା ଗୁଡ଼ିକର ହେବ ତୁରନ୍ତ ମରାମତି
ପ୍ରମୁଖ ଛକଗୁଡ଼ିକର ଡିଜାଇନ ବଦଳିବ
ରାସ୍ତା ଗୁଡ଼ିକୁ ଆହୁରି ଚଉଡ଼ା କରାଯିବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।