Two Women Found Dead Near Railway Tracks: ବସ୍ତା ଷ୍ଟେସନ ନିକଟରେ ଟ୍ରେନରେ କଟିଗଲେ ୨ ମହିଳା, ପରିଚୟ ଅସ୍ପଷ୍ଟ

Sep 21, 2026 - 14:42
Two Women Found Dead Near Railway Tracks: ବସ୍ତା ଷ୍ଟେସନ ନିକଟରେ ଟ୍ରେନରେ କଟିଗଲେ ୨ ମହିଳା, ପରିଚୟ ଅସ୍ପଷ୍ଟ

ଟ୍ରେନରେ କଟିଗଲେ ୨ ମହିଳା। ବାଲେଶ୍ବର ବସ୍ତା ଷ୍ଟେସନ ନିକଟରେ ଦୁଇ ମହିଳାଙ୍କ ଟ୍ରେନରେ କଟି ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ହତ୍ୟା କି ଆତ୍ମହତ୍ୟା ଜଣାପଡ଼ିନାହିଁ। ସ୍ପଟରେ ପହଞ୍ଚି ପୋଲିସ ତଦନ୍ତ ଜାରି ରଖିଛି। ଘଟଣା ପରେ ରେଳ କର୍ମଚାରୀ ଓ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଦୁଇ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇ ଆଇନଗତ ପ୍ରକ୍ରିୟା ପାଇଁ ପଠାଯିବ। ଏହା ଏକ ଦୁର୍ଘଟଣା ନା ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି ଏହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ମୃତ ମହିଳାଙ୍କ ପରିଚୟ ମିଳିବା ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ। ...

ଟ୍ରେନରେ କଟି ୨ ମହିଳାଙ୍କ ମୃତ୍ୟୁ
ବାଲେଶ୍ବର ବସ୍ତା ରେଳ ଷ୍ଟେସନରେ ଅଘଟଣ
ମୃତକଙ୍କ ପରିଚୟ ଅସ୍ପଷ୍ଟ
ହତ୍ୟା କି ଆତ୍ମହତ୍ୟା ଜଣାପଡ଼ିନାହିଁ
ସ୍ପଟରେ ପୋଲିସର ତଦନ୍ତ ଜାରି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।