Under-Construction Bridge Washed Away in Heavy Rain, Connectivity Hit in Champua
#ଲଗାଣ_ବର୍ଷା #ଧୋଇଗଲା_ନିର୍ମାଣାଧିନ_ପୋଲ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣଧିନ ପୋଲ। ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ମଙ୍ଗଳପୁର ଗାଁର ବାଗଡେଗା ନାଳର ନିର୍ମାଣଧିନ ପୋଲ ଧୋଇ ଯିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ। ଭଣ୍ଡା ପଡୁଆ ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ନାଳ ଉପରେ ପୋଲ ଗତ ବର୍ଷ ମଧ୍ୟ ଧୋଇ ଯାଇଥିଲା। ଫଳରେ ତା ପାଖରେ ଚଳିତ ବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଆଉ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଗତ ଲଗାଣ ବର୍ଷାରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପୋଲ ଧୋଇ ଯିବାରୁ ୪/୫ ପଞ୍ଚାୟତର ଲୋକଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଏନେଇ ଆର ଡ଼ି ବିଭାଗ JE ଙ୍କୁ ପଚାରି ବାରୁ ନୂଆ ପୋଲ ତିଆରି ଚାଲିଛି ଏବେ ଡ଼ାଇଭର୍ଶନ ରାସ୍ତା କୁ ଆସ୍ଥାୟୀ ମରାମତି କରାଯିବ ପରେ ଭଲ ଭାବରେ ତିଆରି ହେବ ବୋଲି କହିଛନ୍ତି l
#ChampuaNews#BridgeWashedAway#HeavyRain#OdishaNews#Mangalpur#RainDamage#RoadConnectivity#RuralDevelopment#ChampuaBridge#BridgeWashout_Odisha#HeavyRain_Champua#OdishaTV#OTV
An under-construction bridge over Bagdega Nala in Mangalpur village under Padua Panchayat of Champua block was washed away following incessant rain, causing severe inconvenience to local residents. The bridge connects the area with Bhanda Padua Panchayat and had also been washed away last year. A new bridge was being constructed beside the earlier structure by the Rural Development Department this year. However, the ongoing construction was affected by heavy rain, and the bridge was washed away, completely disrupting movement for people from around four to five panchayats. When contacted, the RD Department JE said temporary repairs would be carried out on the diversion road, after which the bridge would be properly constructed.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।