Unknown Vehicle Runs Over Snack Vendor, Drags Him For 1 Km In Bargarh
#ଜଳଖିଆ ଦୋକାନୀଙ୍କୁ ଚାପିଦେଲା…
ଠେଲା ଦୋକାନ ଉପରେ ଗାଡି ଚଢିଗଲା। ପରେ ଦୋକାନୀଙ୍କୁ ୧ କିଲୋମିଟର ଯାଏ ଘୋଷାଡି ନେଲା। ଦୁର୍ଘଟଣା ଘଟିଛି ବରଗଡ ଜିଲ୍ଲା ଅତାବିରା ଲାଦେରପାଲି ଛକରେ। ଦୁର୍ଘଟଣାରେ ଜଣେ ଜଳଖିଆ ବିକାଳୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ବସନ୍ତ ଚୌଧୁରୀ l ସୂଚନା ଅନୁସାରେ ଜଳଖିଆ ଠେଲା ଧରି ଘରକୁ ଫେରିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ପରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
#Bargarh#Attabira#RoadAccident#BasantChoudhury#HitAndRun#RoadBlockade#OdishaAccident#OdishaNews#AccidentNews#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।