Heavy Rain: Educational Institutions Closed In 10 Odisha Districts
#୧୦ଟି_ଜିଲ୍ଲାରେ_ଶିକ୍ଷାନୁଷ୍ଠାନ_ବନ୍ଦ
ସମ୍ଭାବ୍ୟ ପ୍ରବଳ ବର୍ଷା ସ୍ଥିତିକୁ ଦେଖି ରାଜ୍ୟର ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ମୋଟ୍ ୧୦ଟି ଜିଲ୍ଲାର ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି। ଆସନ୍ତୁ ନଜର ପକାଇବା କେଉଁ ଜିଲ୍ଲାର ଶିକ୍ଷାନୁଷ୍ଠାନ କେତେ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି ଅର୍ଥାତ ୨୩ରୁ ୨୫ ତାରିଖ ଯାଏଁ କେବଳ ମାଲକାନଗିରି ଜିଲ୍ଲାର ସ୍କୁଲ, କଲେଜ ସହ ଅଙ୍ଗନୱାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇଥିବାବେଳେ ୨୩ରୁ ୨୪ ଯାଏଁ ଖୋର୍ଦ୍ଧା, ନବରଙ୍ଗପୁର, ଗଞ୍ଜାମ, କୋରାପୁଟ, ରାୟଗଡ଼ା ଏବଂ ବଲାଙ୍ଗିର ଜିଲ୍ଲାରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ। ସେହିପରି ଜଗତସିଂହପୁର, ପୁରୀ ଏବଂ କଳାହାଣ୍ଡି ଜିଲ୍ଲାରେ କେବଳ ଆସନ୍ତାକାଲି ପାଇଁ ଅର୍ଥାତ ୨୩ ତାରିଖ ହିଁ ସ୍କୁଲ, କଲେଜ ସହ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ।
#OdishaWeather#HeavyRain#SchoolHoliday#SchoolClosure#OdishaSchools#Malkangiri#Ganjam#Koraput#Puri#OdishaNews#OdishaTV#OTV
Educational institutions have been closed in 10 Odisha districts in view of the possibility of heavy rain. Schools, colleges and Anganwadi centres in Malkangiri will remain closed from September 23 to 25. Institutions in Khordha, Nabarangpur, Ganjam, Koraput, Rayagada and Balangir will remain closed from September 23 to 24, while Jagatsinghpur, Puri and Kalahandi will observe a closure on September 23.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।