Urvashi Rautela: ତ୍ରିରଙ୍ଗା ସହ ଏପରି କରିବାକୁ ସାହସ ହେଲା କେମିତି?

Aug 30, 2026 - 16:41
Urvashi Rautela: ତ୍ରିରଙ୍ଗା ସହ ଏପରି କରିବାକୁ ସାହସ ହେଲା କେମିତି?

"ତ୍ରିରଙ୍ଗା ଡ୍ରେସରେ ଉର୍ବଶୀ!

ରାମ୍ପରେ ଚାଲିଲା ବେଳେ ଟ୍ରୋଲ୍ କଲେ ଲୋକେ।

ଜାତୀୟ ପତାକାର ଅପମାନ ନେଇ ଉଠିଲା ପ୍ରଶ୍ନବାଚୀ!

ଫ୍ୟାସନ୍ ଷ୍ଟାଇଲ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ବଶୀ ରୌତେଲା ଏଥର କିନ୍ତୁ ବିବାଦୀୟ ହୋଇପଡ଼ିଛନ୍ତି।

ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାରେ ଉର୍ବଶୀଙ୍କ ଡ୍ରେସକୁ ଦେଖି ରାଗିଯାଇଛନ୍ତି ଲୋକେ।

ସେଲିନା ଜେଟଲି ଓ ସୁସ୍ମିତା ସେନଙ୍କ ସହ ଉର୍ବଶୀ ମଧ୍ୟ ବିଚାରକ ଭାବେ ସାମିଲ ହୋଇଥିଲେ।

କିନ୍ତୁ ଉର୍ବଶୀଙ୍କ ଆଉଟଫିଟ୍ ପାଲଟିଥିଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ।

ତାଙ୍କ ପୋଷାକରେ ତ୍ରିରଙ୍ଗାର ରଙ୍ଗ ସହ ଅଶୋକ ଚକ୍ରର ଡିଜାଇନ୍ ଥିବାରୁ ସୋସିଆଲ୍ ମିଡିଆରେ ଜୋରଦାର ଟ୍ରୋଲିଂ ଆରମ୍ଭ ହୋଇଥିଲା।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।