Vigilance raid: ଭିଜିଲାନ୍ସ ଜାଲରେ ବଡ଼ ସରକାରୀ ବାବୁ, ଭୋର ସକାଳୁ କାର୍ଯ୍ୟାନୁଷ୍ଠାନ

Oct 09, 2026 - 07:05
Vigilance raid: ଭିଜିଲାନ୍ସ ଜାଲରେ ବଡ଼ ସରକାରୀ ବାବୁ, ଭୋର ସକାଳୁ କାର୍ଯ୍ୟାନୁଷ୍ଠାନ

"ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦେଶକ, ଜଳବିଭାଜିକା ଓ ଉପନିର୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଆଜି ଭୋର ସକାଳୁ ଚଢ଼ାଉ କରିଛନ୍ତି।

Advertisment ପ୍ରାଥମିକ ସୂଚନା ଅନୁସାରେ ଶ୍ରୀ ପାତ୍ରଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗ ଏହି ଚଢ଼ାଉ କରିଛି।

ଏଥିରେ ସୁନ୍ଦରଗଡ଼ ଆବାସିକ କାର୍ଯ୍ୟାଳୟ, ସୁନ୍ଦରଗଡ଼ ଅଫିସ, ପୈତୃକ ବାସଭବନ ସହ ଭୁନନେଶ୍ୱରରେ ଥିବା ୩ଟି ଫ୍ଲାଟ ମଧ୍ୟ ସାମିଲ ଅଛି।

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଏସିଏଫଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ସୂଚନା: ପ୍ରାଥମିକ ସୂଚନା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ।

ଏହାକୁ କ୍ରମାଗତ ଭାବେ ଅପ୍‌ଡେଟ୍‌ କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।