Vigilance Team Nabs Woman Officer: ପ୍ରୋବେସନରେ ଥାଇ ଲାଞ୍ଚ ନେଇ ଫସିଲେ ମହିଳା ସବ୍‌-ରେଜିଷ୍ଟ୍ରାର, ଭିଜିଲାନ୍ସ ଜାଲରେ ମନୀଷା ମିଶ୍ର

Nov 06, 2026 - 15:34
Vigilance Team Nabs Woman Officer: ପ୍ରୋବେସନରେ ଥାଇ ଲାଞ୍ଚ ନେଇ ଫସିଲେ ମହିଳା ସବ୍‌-ରେଜିଷ୍ଟ୍ରାର, ଭିଜିଲାନ୍ସ ଜାଲରେ ମନୀଷା ମିଶ୍ର

ପ୍ରୋବେସନ ପିରିୟଡରେ ଲାଞ୍ଚ ନେଇ ଫସିଲେ ମହିଳା ସବ୍ ରେଜିଷ୍ଟ୍ରାର୍।

ଲାଞ୍ଚ କାରବାର ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର।

ଏକ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି।

Advertisment ଲାଞ୍ଚ ନେଇ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀମାନେ ପୂର୍ବ ଯୋଜନା ଅନୁଯାୟୀ ନଜର ରଖିଥିଲେ।

ଏହାପରେ ଲାଞ୍ଚ ନେବା ବେଳେ ତାଙ୍କୁ ଧରାଯାଇଥିଲା।

ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।

ଭିଜିଲାନ୍ସ ଜାଲରେ ମହିଳା ସବ୍ ରେଜିଷ୍ଟ୍ରାର୍ ଭିଜିଲାନ୍ସ ଜାଲରେ ବାଲିଆପାଳ ମହିଳା ସବ୍-ରେଜିଷ୍ଟ୍ରାର ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବାଲିଆପାଳ ସବ୍ ରେଜିଷ୍ଟ୍ରାର୍ ମନୀଷା ମିଶ୍ର ଭିଜିଲାନ୍ସ ଜାଲରେ ସରକାରୀ କାର୍ଯ୍ୟ ପାଇଁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ପ୍ରୋବେସନ ପିରିୟଡରେ ଲାଞ୍ଚ ନେଇ ଫସିଲେ ମହିଳା ସବ୍ ରେଜିଷ୍ଟ୍ରାର୍ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।