Vulnerable Families to Get New Homes: ଗିଡ଼ିପାବଲି ଭୂସ୍ଖଳନ ପରେ ବଡ଼ ପଦକ୍ଷେପ, ପାହାଡ଼ିଆ ଅଞ୍ଚଳରୁ ହଟିବେ ଲୋକ

Nov 04, 2026 - 15:33
Vulnerable Families to Get New Homes: ଗିଡ଼ିପାବଲି ଭୂସ୍ଖଳନ ପରେ ବଡ଼ ପଦକ୍ଷେପ, ପାହାଡ଼ିଆ ଅଞ୍ଚଳରୁ ହଟିବେ ଲୋକ

ଗିଡ଼ିପାବଲି ଭୂସ୍ଖଳନ ପରେ ଆକ୍ସନ ମୋଡରେ ରାଜ୍ୟ ସରକାର।

ଭୂସ୍ଖଳନ ମୃତାହତ ରୋକିବାକୁ ବଡ଼ ପ୍ଲାନ ପ୍ରସ୍ତୁତ କରାଯିବ।

ପାହାଡ଼ ଉପରେ ଓ ତଳେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ।

କନ୍ଧମାଳ ଓ ଗଜପତିରେ ଶହ ଶହ ପାହାଡ଼ ସହ ଅନେକ ଭୂସ୍ଖଳନ ପଏଣ୍ଟ ରହିଛି।

Advertisment ସେସବୁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ।

ଅନ୍ୟ ସ୍ଥାନରେ ଥିବା ଗାଁରେ ନୂଆ ବସ୍ତି ଓ ଘର କରି ଯୋଗାଇ ଦେବେ ସରକାର।

କେତେ ଲୋକ ପାହାଡ଼ ଉପରେ ଓ ତଳେ ଅଛନ୍ତି ତାର ସର୍ଭେ ଆରମ୍ଭ ହୋଇଛି ବୋଲି କହିଛନ୍ତି ରଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଗିଡ଼ିପାବଲିରେ ଯେତିକି ଲୋକ ବଞ୍ଚିକି ଆସିଲେ ସେମାନଙ୍କୁ ଘର ଦିଆଯିବ।

ଗିଡିପାବଲିରେ ଉଦ୍ଧାର କାର୍ଯ୍ୟ ଜାରି ରହିବ।

ରେସ୍କ୍ୟୁ ଅପରେସନ ଜାରି ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ଼ ପ୍ଲାନ ଗିଡ଼ିପାବଲି ଭୂସ୍ଖଳନ ପରେ ଆକ୍ସନ ମୋଡ୍ ରେ ରାଜ୍ୟ ସରକାର ପାହାଡ଼ ଉପରେ ଓ ତଳେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ କନ୍ଧମାଳ, ଗଜପତିରେ ଶହ ଶହ ପାହାଡ଼ ସହ ଅନେକ ଭୂସ୍ଖଳନ ପଏଣ୍ଟ ରହିଛି ସେସବୁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ- ରାଜସ୍ବ ମନ୍ତ୍ରୀ ତଳେ ଥିବା ଗାଁରେ ନୂଆ ବସ୍ତି ଓ ଘର କରି ଯୋଗାଇ ଦେବେ ସରକାର କେତେ ଲୋକ ପାହାଡ଼ ଉପରେ ଓ ତଳେ ଅଛନ୍ତି ତାର ସର୍ଭେ ଆରମ୍ଭ ହୋଇଛି ସମସ୍ୟାର ସମାଧାନ ପାଇଁ ଉତ୍ତର-ପୂର୍ବ ରାଜ୍ୟକୁ ଯାଇଥିଲେ ଅଧିକାରୀ ଟିମ ଗିଡ଼ିପାବଲିରେ ଯେତିକି ଲୋକ ବଞ୍ଚିକି ଆସିଲେ ସେମାନଙ୍କୁ ଘର ଦିଆଯିବ ଗିଡିପାବଲିରେ ଜାରି ରହିବ ଉଦ୍ଧାର କାର୍ଯ୍ୟ ରେସ୍କ୍ୟୁ ଅପରେସନ ଜାରି ରଖିବାକୁ ଜିଲ୍ଲା ପ୍ରଶାସନକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ 'ଭୂସ୍ଖଳନରେ ସେମାନଙ୍କ ମୃତଦେହ ଚାପି ହୋଇଥିବା ସନ୍ଦେହ କରାଯାଉଛି' Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।