Who Named Cyclone Arnab: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ର ନାଁ ରହିଛି ‘ଅର୍ଣ୍ଣବ’; କିଏ ଦେଲା ଏମିତି ନାଁ

Oct 26, 2026 - 15:06
Who Named Cyclone Arnab: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ର ନାଁ ରହିଛି ‘ଅର୍ଣ୍ଣବ’; କିଏ ଦେଲା ଏମିତି ନାଁ

ଚଳିତ ବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପ୍ରଥମ ସାମୁଦ୍ରିକ ଝଡ଼।

ଯାହାର ନାଁ ରହିଛି 'ଅର୍ଣ୍ଣବ'।

ତେବେ କିଏ ଦେଇଛି ଏହି 'ଅର୍ଣ୍ଣବ' ନାଁ ଏବଂ କେମିତି ହୁଏ ବାତ୍ୟାର ନାମକରଣ ?

ଏହାର ନାମକରଣ କରିଛି ପଡ଼ୋଶୀ ଦେଶ ବାଂଲାଦେଶ।

ବାତ୍ୟାର ନାମକରଣ ପ୍ରକ୍ରିୟା ବେଶ୍ ରୋଚକ।

Advertisment ଉତ୍ତର ଭାରତ ମହାସାଗର, ବଙ୍ଗୋପସାଗର ଏବଂ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ବିଶ୍ୱ ପାଣିପାଗ ସଂଗଠନ ଏବଂ ଇସ୍କାପ୍ ଅଧୀନରେ ଥିବା ୧୩ଟି ଦେଶ ମିଳିତ ଭାବେ କରିଥାନ୍ତି।

ପ୍ରତ୍ୟେକ ଦେଶ ୧୩ଟି ଲେଖାଏଁ ନାଁ ପ୍ରସ୍ତାବ ଦେଇଥିଲେ, ଯାହାକୁ ମିଶାଇ ମୋଟ ୧୬୯ଟି ନାମର ଏକ ତାଲିକା ପ୍ରସ୍ତୁତ ହୋଇଥିଲା ।

ଇଂରାଜୀ ଅକ୍ଷର କ୍ରମ ଅନୁସାରେ ପ୍ରତି ଦେଶର ପାଳି ଆସିଥାଏ ଏବଂ ଗୋଟିଏ ପରେ ଗୋଟିଏ ନାମ ବ୍ୟବହାର କରାଯାଏ ।

ବର୍ତ୍ତମାନର ପର୍ଯ୍ୟାୟରେ 'B' ଅକ୍ଷରରୁ ବାଂଲାଦେଶର ପାଳି ପଡ଼ିଥିବାରୁ, ବାତ୍ୟାର ନାଁ 'ଅର୍ଣ୍ଣବ' ରଖାଯାଇଛି ।

Advertisment ଏ ବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପ୍ରଥମ ସାମୁଦ୍ରିକ ଝଡ଼ ସାମୁଦ୍ରିକ ଝଡ଼ର ନାଁ ରହିଛି 'ଅର୍ଣ୍ଣବ' କିଏ ଦେଇଛି ଏହି 'ଅର୍ଣ୍ଣବ' ନାଁ ?

କେମିତି ହୁଏ ବାତ୍ୟାର ନାମକରଣ ?

'ଅର୍ଣ୍ଣବ'ର ନାମକରଣ କରିଛି ବାଂଲାଦେଶ ବିଶ୍ୱ ପାଣିପାଗ ସଂଗଠନ ଏବଂ ୧୩ଟି ଦେଶ ମିଳିତ ଭାବେ କରିଥାନ୍ତି ଇଂରାଜୀ ଅକ୍ଷର କ୍ରମ ଅନୁସାରେ 'B' ଅକ୍ଷରରୁ ବାଂଲାଦେଶର ପାଳି ପାଳି ଅନୁସାରେ ବାଂଲାଦେଶ ବାତ୍ୟାର ନାଁ ଦେଇଛି 'ଅର୍ଣ୍ଣବ' ଅର୍ଣ୍ଣବର ଅର୍ଥ ମହାସମୁଦ୍ର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।