Woman: ଘରୋଇ କଳହକୁ ନେଇ ଜୀବନ ହାରିଲେ ମହିଳା
"ସଇଁତଲା: ଘରୋଇ କଳହକୁ ନେଇ ମହିଳାଙ୍କ ଆତ୍ମହତ୍ୟା।
ଗୋଳାବାରୁଦ କାରଖାନାର ଟାଇପ ଥ୍ରୀ କ୍ୱାଟରରେ ଗତକାଲି ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା।
କାରଖାନାରେ ଇଲେକ୍ଟ୍ରିକସିଆନ ଭାବେ ୟୁନିଟ ୧ ରେ କାର୍ଯ୍ୟରତ ସତୀଶ କୁମାରଙ୍କ ପତ୍ନୀ ବେକରେ ଓଢଣୀ ଦେଇ ପଙ୍ଖାରେଝୁଲି ପଡ଼ିଥିବା ଅଭିଯୋଗ ହୋଇଛି।Advertisment ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଖବର ପାଇ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କାରଖାନା ସ୍ଥିତ ଡାକ୍ତରଖାନାକୁ ଅଣାଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସଇଁତଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହା ହତ୍ୟା ନା ଆତ୍ମହତ୍ୟା, ତାହା ସନ୍ଦେହ ଘେରରେ ଅଛି।
ଶବ ବ୍ୟବଛେଦ ପରେ ସତ୍ୟ କଣ ଜଣାପଡ଼ିବ ବୋଲି ପୁଲିସ କହିଛି।
Sex Racket Busted: ଲାଗିଥିଲା ଅବସରପ୍ରାପ୍ତ ପୁଲିସ ଇନ୍ସପେକ୍ଟର ନାମଫଳକ, ଚାଲିଥିଲା ଦେହ ବ୍ୟବସାୟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।