Youth’s Death Sparks NH-57 Blockade in Boudh
#ଯୁବକଙ୍କ_ମୃତ୍ୟୁ_ପରେ_ପ୍ରବଳ_ଉତ୍ତେଜନା #ଜାତୀୟ_ରାଜପଥ_ଅବରୋଧ
ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ। ମୃତକ ହେଉଛନ୍ତି ବୌଦ୍ଧ ଜିଲ୍ଲା ବିରାମପୁର ଅଞ୍ଚଳର ୨୦ ବର୍ଷୀୟ ସୁନୀଲ ଜେନା। କିଛିଦିନ ହେବ ସେ ବାଲେଶ୍ୱରରେ ମାର୍କେଟିଂ ଲାଇନ୍ ରେ କାମ କରୁଥିଲେ। କୌଣସି କାରଣରୁ ତାଙ୍କର ମୃତ୍ୟୁ ହେବା ପରେ ଆମ୍ବୁଲାନ୍ସରେ ମୃତଦେହକୁ ଘରକୁ ଅଣାଯାଇଥିଲା। ତେବେ ମୃତଦେହ ଘରେ ପହଞ୍ଚାଇ ଗଡ଼ି ଫେରିବା ବେଳେ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରି ମୃତଦେହ ଆଣିଥିବା ଆମ୍ବୁଲାନ୍ସ ସହ ୪ ଜଣଙ୍କୁ ଅଟକ ରଖିଥିଲେ ପରିବାର ଲୋକେ। ନ୍ୟାୟ ଦାବିରେ ବୀରନରସିଂହପୁରଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି। ଘଟଣାସ୍ଥଳରେ ଏବେ ବି ଉତ୍ତେଜନା ଲାଗି ରହିଛି। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିବା ବେଳେ ପୋଲିସର ତଦନ୍ତ ପରେ ହିଁ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଘଟଣା ସ୍ଥଳରେ ବୌଦ୍ଧ ଟାଉନ୍ ଥାନା ପୋଲିସ୍ ଲୋକଙ୍କୁ ବୁଝାସୁଝା କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
#OTVShorts#Boudh#NH57#SunilJena#YouthDeath#RoadBlockade#JusticeDemand#DeathMystery#OdishaPolice#OdishaNews#OdishaTV#OTV
Tension erupted after the death of 20-year-old Sunil Jena of Birampur village in Boudh district, with locals blocking National Highway 57 at Biranarasinghpur demanding justice. Sunil had been working in the marketing sector in Balasore for the past few days. After his body was brought home in an ambulance, his family reportedly grew suspicious and alleged that he had been murdered. They detained the ambulance along with four people who had brought the body. Vehicles remained stranded on both sides of the highway as Boudh Town Police reached the spot and initiated an investigation. The exact cause of death will be established after the police probe.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।