02 SEPTEMBER 2026

Welcome!

Unlock your personalized experience.
Sign Up

ଆମ ଓଡ଼ିଶା ଓ  ସମ୍ବାଦ  ପକ୍ଷରୁ ଭଦ୍ରକରେ ରକ୍ତଦାନ  ଶିବିର

Aug 18, 2026 - 12:04
ଆମ ଓଡ଼ିଶା ଓ  ସମ୍ବାଦ  ପକ୍ଷରୁ ଭଦ୍ରକରେ ରକ୍ତଦାନ  ଶିବିର

ଭଦ୍ରକ ସହରରେ ଥିବା ବିଦ୍ୟାର୍ଥୀ ଇଣ୍ଟରନେସନାଲ  ସ୍କୁଲ ପରିସରରେ  ଆମ ଓଡ଼ିଶା ଓ  ସମ୍ବାଦ  ପକ୍ଷରୁ  ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଜନ୍ମଦିନ ଅବସରରେ ରକ୍ତଦାନ  ଶିବିର ଅନୁଷ୍ଠିତ । ବରିଷ୍ଠ ଡାକ୍ତର ଆର୍  କେ ନାୟକ ମୁଖ୍ୟ ଅତିଥି , ଟାଉନ୍ ଆଇ ଆଇ ସି ପ୍ରଭାଂଶୁ ମିଶ୍ର ମୁଖ୍ୟ ବକ୍ତା ଭାରେ ଯୋଗଦେଇଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।