ଗାଁକୁ ଫେରିବା ବାଟରେ ବନ୍ୟାପାଣିରେ ଭାସିଗଲେ କୁଶାସନ, ତାପରେ….

Aug 18, 2026 - 10:57
ଗାଁକୁ ଫେରିବା ବାଟରେ ବନ୍ୟାପାଣିରେ ଭାସିଗଲେ କୁଶାସନ, ତାପରେ….

ରାଜନଗର,୧୮।୮(ଭାସ୍କର ରାଉତରାୟ ): ବ୍ରାହ୍ମଣୀରେ ଦ୍ୱିତୀୟ ବନ୍ୟା ଆସିବା ଫଳରେ ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଓ ରାଜନଗର ଅଂଚଳରରେ ଲୋକଙ୍କ ମନରେ ଭୟର ବାତାବାରଣ ଦେଖାଦେଇଛି । ସୋମବାର ବଳଭଦ୍ରପୁର ଗ୍ରାମର କୁଶାସନ ମହାନ୍ତି ଶ୍ରୀରାମପୁର ଗ୍ରାମରୁ ସନ୍ଧ୍ୟା ସମୟରେ ନିଜ ଗାଁକୁ ପାଣିରେ ପଶି ଆସିବା ବେଳେ ବନ୍ୟା ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ସାଇନି ଫାଉଣ୍ଡେସନ ଟ୍ରଷ୍ଟ ସଦସ୍ୟମାନେ ଭାସି ଯାଉଥିବା କୁଶାସନକୁ ଉଦ୍ଧାର କରି ନୂଆ ଜୀବନ ଦେଇଛନ୍ତି । ଯଦି ଦେଖିବା ଏକ ପ୍ରକାର ମରଣ ମୁହଁରୁ ଫେରି ଆସିଛନ୍ତି କୁଶାସନ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।