ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ବୁଲୁଛନ୍ତି ଗୋବିନ୍ଦା, ଭାଇରାଲ ହେଲା ଭିଡିଓ

Sep 25, 2026 - 17:07
ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ବୁଲୁଛନ୍ତି ଗୋବିନ୍ଦା, ଭାଇରାଲ ହେଲା ଭିଡିଓ

"ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଦରବାରରେ ପହଞ୍ଚିଲେ ବଲିଉଡର ହିରୋ ନମ୍ବର ୱାନ୍ ଗୋବିନ୍ଦା।

ଗଣେଶ ଚତୁର୍ଥୀ ଅବସରରେ ବାପ୍ପାଙ୍କ ଆଶୀର୍ବାଦ ନେବା ପାଇଁ ଗୋବିନ୍ଦା ପହଞ୍ଚିଥିଲେ ଲାଲବାଗଚା ରାଜାଙ୍କ ପଣ୍ଡାଲରେ।

କିନ୍ତୁ ଏଥର ସାଙ୍ଗରେ ନଥିଲେ ପତ୍ନୀ।

ନିଜ ତଥାକଥିତ ପ୍ରେମିକାଙ୍କୁ ଧରି ଦର୍ଶନ ପାଇଁ ପହଞ୍ଚିଥିଲେ ଗୋବିନ୍ଦା।

ତାଙ୍କ ସହ ନଜର ଆସିଥିବା ଏହି ଅଭିନେତ୍ରୀଜଣକ ହେଲେ କୋମଲ ରାଣୀ ସ୍ୱର୍ଣ୍ଣକାର।

ଉଭୟଙ୍କୁ ଏକାଠି ବାପ୍ପାଙ୍କ ଦର୍ଶନ କରୁଥିବାର ଅନେକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତ କିଛି ମାସ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ହେଲେ ଏହି ଚର୍ଚ୍ଚାକୁ ସ୍ବୀକାର କରିନାହାନ୍ତି ଗୋବିନ୍ଦା।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।