୧୩.୯.୨୦୨୬ ରବିବାର

Sep 13, 2026 - 06:40
୧୩.୯.୨୦୨୬  ରବିବାର

 

 

ମେଷ: ଦେବ କାର୍ଯ୍ୟରେ ବିଳମ୍ବ, ପାରିବାରିକ ଖୁସି, େଲାକସମ୍ପର୍କ ବୃଦ୍ଧ, ସୁସମାଚାର, ଗୃହେ ଜଞ୍ଜାଳ ବୃଦ୍ଧ଄, ସନ୍ତାନ ସମସ୍ୟାଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ମେରୁନ, ସଂଖ୍ୟା-, ଆରାଧନା- ମାଅନ୍ନପୂର୍ଣ୍ଣା

ବୃଷ: ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ଲାଭ, ବିଶିଷ୍ଟ କାର୍ଯ୍ୟରେ ଅପମାନ, ମାନସିକ ଅବସାଦ, ଅର୍ଥ ଲାଭ, େଦବଦର୍ଶନ, ଅଳ୍ପ ସମସ୍ୟା ସମାଧାନକୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମାଭଗବତୀ

ମିଥୁନ: କାର୍ଯ୍ୟରେ ପ୍ରଶଂସା, ଦୂରଯାତ୍ରା ସଫଳ, ଅର୍ଥ ଲାଭ, ମାନସିକ ଶାନ୍ତି, ଈଶ୍ବର ଭକ୍ତି, ଶାରୀରିକ ସୁସ୍ଥ, ବନ୍ଧୁ ଲାଭ, ଶୁଭ ଖବର, ସମ୍ପତ୍ତି ଲାଭ, ବାକି ଧନ ପ୍ରାପ୍ତିମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଲାଲ, ସଂଖ୍ୟା-୧୧, ଆରାଧନା- ପ୍ରଭୁ ଲିଙ୍ଗରାଜ

କର୍କଟ: ଚିନ୍ତାରୁ ମୁକ୍ତି, ସମସ୍ୟା ସମାଧାନ, ବିଶିଷ୍ଟ କାର୍ଯ୍ୟରୁ ଲାଭ, ଶାରୀରିକ ସୁସ୍ଥ, ଶୁଭ ଆଲୋଚନା, ସମ୍ମାନ ଲାଭ, କର୍ମକ୍ଷେତ୍ରରୁ ପ୍ରଶଂସା, ବିପଦମୁକ୍ତ, ନୂତନ କର୍ମ ଆରମ୍ଭ, ଅର୍ଥ ଲାଭପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-୧୦, ଆରାଧନା- ମାଛିନ୍ନମସ୍ତା

ସିଂହ: ଯାତ୍ରାରେ ସଫଳ, ଶୁଭ ଖବର, ଭୂସମ୍ପତ୍ତି ଲାଭ, ବିବାଦ ସମାଧାନ, ଶାରୀରିକ ସୁସ୍ଥ, େଲାକସମ୍ପର୍କ ବୃଦ୍ଧ, ଅର୍ଥ ସମସ୍ୟା ସମାଧାନ, ସମ୍ମାନ ଲାଭ, ଦ୍ରବ୍ୟ ପ୍ରାପ୍ତିମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା-ମାେକାଚିଲାଇ

କନ୍ୟା: ମାନସମ୍ମାନ ପ୍ରାପ୍ତି, ଶୁଭ ଖବର, ଦାମ୍ପତ୍ୟ ସୁଖ, ବିଦେଶ ଭ୍ରମଣ, ଅର୍ଥ ଲାଭ, ଶତ୍ରୁ ପରାଜିତ, କର୍ମକ୍ଷେତ୍ରରେ ପ୍ରଶଂସା, ପାରିବାରିକ ସୁଖ, ସନ୍ତାନ ଲାଭଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଇସତ୍ ଲାଲ, ସଂଖ୍ୟା-୧୨, ଆରାଧନା- ଶଙ୍କର ଭଗବାନ

ତୁଳା: ଆୟ ଅପେକ୍ଷା ବ୍ୟୟ ଅଧÒ, ମାନସିକ ଶାନ୍ତ, ସମସ୍ୟା ସମାଧାନ, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ବିଦ୍ରୋହ, ପାରିବାରିକ ଶାନ୍ତି, ଦାମ୍ପତ୍ୟ କଳହଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଗ୍ରାମଦେବତୀ

ବିଛା: ମାନସିିକ ଶାନ୍ତି, ଅର୍ଥ ପ୍ରାପ୍ତି, ସମ୍ପତ୍ତି ବୃଦ୍ଧ଄, ପାରିବାରିକ ଖୁସି, ଅଯଥା ଖର୍ଚ୍ଚ, ପିଲାଙ୍କ ଖୁସି, ବନ୍ଧୁ ଲାଭ, ଦ୍ରବ୍ୟ କ୍ରୟ, ଅନୁଷ୍ଠାନରୁ ଲାଭଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା- ମାମାଣିକେଶ୍ବରୀ

ଧନୁ: ସ୍ବଜନ ବିରୋଧୀ, ସ୍ବଳ୍ପ ଅର୍ଥ ଲାଭ, ଲାଭ କମ ମିଳିବ, ବିଶିଷ୍ଟ କାର୍ଯ୍ୟରେ ସନ୍ତୋଷ, ପାରିବାରିକ ଖୁସି, ଦାମ୍ପତ୍ୟ କଳହ, ଶୁଭ ଆଲୋଚନାମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-, ଆରାଧନା- ମାତାପିତାଙ୍କ ସେବା

ମକର: ଦୂର ଯାତ୍ରାରେ ସତର୍କ, ବିଦ୍ୟାରେ ଉନ୍ନତି, ପାରିବାରିକ ଶୁଭ, ଶାରୀରିକ ଅସୁସ୍ଥ, ଈଶ୍ବର ଭକ୍ତି, ବହୁ କାର୍ଯ୍ୟରେ ଅର୍ଥ ଲାଭ, ଅନୁଷ୍ଠାନରୁ ଲାଭ, ନୂତନ କର୍ମାରମ୍ଭ।  ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-, ଆରାଧନା- ମାଦକ୍ଷିଣକାଳୀ

କୁମ୍ଭ: ବିଶିଷ୍ଟ କାର୍ଯ୍ୟରେ ପ୍ରଶଂସା, ଆଶାରେ ସଫଳତା, ସମସ୍ୟା ସମାଧାନ, ବନ୍ଧୁଗୃହେ ଯାତ୍ରା, ଦ୍ରବ୍ୟ ଲାଭ, ବାକି ଧନ ପ୍ରାପ୍ତି, ବନ୍ଧୁଦର୍ଶନ, ଶାରୀରିକ ସୁସ୍ଥ, ଶୁଭ ଆଲୋଚନାଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ପ୍ରଭୁ ଶଙ୍କର

ମୀନ: କାର୍ଯ୍ୟରେ ସଫଳତା, ମାନସିକ ଶାନ୍ତି, ଅଯଥା ଅପବାଦ, ଖୁସି ଖବର, ବନ୍ଧୁ ସାହାଯ୍ୟ, ଶୁଭ ଆଲୋଚନା, ଶାରୀରିକ ସୁସ୍ଥ, ଗୃହେ ଉତ୍ସବଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା- ମହାଲକ୍ଷ୍ମୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।