୧୪.୧୦.୨୦୨୬ ବୁଧବାର

Oct 14, 2026 - 07:20
୧୪.୧୦.୨୦୨୬  ବୁଧବାର

 

 

ମେଷ:  ପୁରାତନ ରୋଗରୁ ଅାରୋଗ୍ୟ, ନୂତନ କର୍ମ ଅାରମ୍ଭ, ବଡ଼ କାମରେ ନେତୃତ୍ବ ମିଳିବ, ଅର୍ଥଲାଭ, ଶରୀର ସୁସ୍ଥ, ବିବାଦ ସମାଧାନ, ପଦବୀଲାଭ, ଦୂରଯାତ୍ରା ସଫଳ। ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୮, ଆରାଧନା-ମହାଲକ୍ଷ୍ମୀ

ବୃଷ: ମନ ଅସ୍ଥିର, ପାରିବାରିକ ଅଶାନ୍ତି, ଉତ୍ସବକୁ ନେଇ ଚିନ୍ତିତ, ବନ୍ଧୁସାହାଯ୍ୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗଚ୍ଛିତ ଧନ ଖର୍ଚ୍ଚ, ଦାମ୍ପତ୍ୟ ଖୁସି, ସନ୍ତାନଲାଭ, କିଛି ଦ୍ରବ୍ୟ ମିଳିବ । ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା- ମା’ ବଗଳାମୁଖୀ

ମିଥୁନ: ଅଯଥା ଅଶାନ୍ତି, ବ୍ୟବସାୟିକ କଷ୍ଟ, ହେବାକାର୍ଯ୍ୟ ବିଳମ୍ବ, ଶୁଭକାର୍ଯ୍ୟକୁ ନେଇ ଅାଲୋଚନା, କର୍ମକ୍ଷେତ୍ରେ ଶାନ୍ତି, ପାରିବାରିକ ସହଯୋଗ, ବିଶିଷ୍ଠ କାର୍ଯ୍ୟରେ ପ୍ରଶଂସା, ଶରୀର ସୁସ୍ଥ। ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମେରୁନ, ସଂଖ୍ୟା-୮, ଆରାଧନା-ମା’ ଛିନ୍ନମସ୍ତା।

କର୍କଟ: ସମ୍ମାନପ୍ରାପ୍ତି, ବ୍ୟବସାୟରେ ଉନ୍ନତି, ବନ୍ଧୁ ସହଯୋଗ, ଅର୍ଥଲାଭ, ସମ୍ପତ୍ତି ବିବାଦ ସମାଧାନ, ପୁରାତନ ବନ୍ଧୁଲାଭ, ସୁମିଷ୍ଠ ଭୋଜନ ପ୍ରାପ୍ତି, ଅନୁଷ୍ଠାନରୁ ଲାଭ୤ ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା-ମା’ ଭୁବନେଶ୍ବରୀ

ସିଂହ: ଆର୍ଥିକ କାରବାରରେ ସତର୍କ ରୁହନ୍ତୁ, ମନ ଅସ୍ଥିର, ବିବାଦର ସ୍ବଳ୍ପ ସମାଧାନ, ଦୂରଯାତ୍ରାରେ ଲାଭ, ବନ୍ଧୁଲାଭ, ପାରିବାରିକ ସହଯୋଗ, ହେବାକାର୍ଯ୍ୟ ବିଳମ୍ବ, ମନରେ ନୂଆ କାର୍ଯ୍ୟକୁ ନେଇ ଖୁସି, ଶରୀର ସୁସ୍ଥ। ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର, ସଂଖ୍ୟା-୫, ଆରାଧନା-ମା’ ଭଗବତୀ

କନ୍ୟା: ମାନସମ୍ମାନ ପ୍ରାପ୍ତି, ଅଭିଳାଷ ପୂର୍ଣ୍ଣ, ବନ୍ଧୁ ସାହାଯ୍ୟ, ଉତ୍ସବକୁ ନେଇ ଶୁଭ ଅାଲୋଚନା, ଦାମ୍ପତ୍ୟଖୁସି, ଦୂରଯାତ୍ରା, ସମ୍ପତ୍ତିଲାଭ, ଶରୀର ସୁସ୍ଥ, ଅର୍ଥଲାଭ। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୧୨, ଆରାଧନା-ମହାଲକ୍ଷ୍ମୀ।

ତୁଳା: ଅପବାଦ ମିଳିପାରେ, କିଛି କାର୍ଯ୍ୟକୁ ନେଇ ଚିନ୍ତା, ଅଯଥା ଅଶାନ୍ତି, ଶୁଭ ଅାଲୋଚନା, ପାରିବାରିକ ସହଯୋଗ, ନୂତନ ନିଯୁକ୍ତି, ସମ୍ପତ୍ତି ସମସ୍ୟା, ହଠାତ ଦୂରଯାତ୍ରା, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟ କଳହ। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୬, ଆରାଧନା-ପ୍ରଭୁ ହନୁମାନ

ବିଛା: ଆକସ୍ମିକ ଧନଲାଭ, ପାରିବାରିକ ଶାନ୍ତି, ଶୁଭ ଅାଲୋଚନା, ନୂତନ ନିଯୁକ୍ତି, ନୂତନ ବନ୍ଧୁଲାଭ, ଗୃହେ ଉତ୍ସବ, ଶରୀର ସୁସ୍ଥ, ବିବାଦ ସମାଧାନ, ସମସ୍ତ କାର୍ଯ୍ୟରେ ସଫଳତା, ଦାମ୍ପତ୍ୟ ସହଯୋଗ, ସନ୍ତାନପ୍ରାପ୍ତି। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୧୦, ଆରାଧନା- ବିଷ୍ଣୁ  ଭଗବାନ

ଧନୁ: ନୂତନ କର୍ମ ଅାରମ୍ଭ, ପାରିବାରିକ ଶାନ୍ତି, େଦବକାର୍ଯ୍ୟ ପ୍ରତି ଅାଗ୍ରହ, ବିଶିଷ୍ଠ କାର୍ଯ୍ୟରେ ଧନଲାଭ, ବନ୍ଧୁ ଦର୍ଶନ, ପୁରାତନ ବିବାଦ ସମାଧାନ, ଯାତ୍ରା ସଫଳ, ପ୍ରୀତିଲାଭ। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯,  ଆରାଧନା-ମା’ ବୃନ୍ଦାବତୀ

ମକର:  ମାନସିକ ଦୁଶ୍ଚିନ୍ତା, ଅର୍ଥକଷ୍ଟ, ବନ୍ଧୁସାହାଯ୍ୟ, ପାରିବାରିକ ସହଯୋଗ, ଦୂରଯାତ୍ରା ବିଫଳ, କର୍ମକ୍ଷେତ୍ରେ  ଅସଫଳ, ଶରୀର ସୁସ୍ଥ। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୫, ଆରାଧନା-ମା’ ଉଗ୍ରତାରା

କୁମ୍ଭ: ଶରୀର ଅସୁସ୍ଥ, କଥାବାର୍ତ୍ତାରେ ବିବାଦ, ବୃଥା ଭ୍ରମଣ, ଅଳ୍ପ ଅର୍ଥପ୍ରାପ୍ତି, ବନ୍ଧୁ ସାହାଯ୍ୟ, ସମ୍ପର୍କହାନି, ମିଥ୍ୟା ଅପବାଦ, ଅଯଥା ଖର୍ଚ୍ଚ, ବିଶିଷ୍ଠ ବ୍ୟକ୍ତି ସହାୟତା ।  ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମାଟିଆ, ସଂଖ୍ୟା-୪, ଆରାଧନା- ମା’ ବିମଳା।

ମୀନ: ପାରିବାରିକ ଶାନ୍ତି, ଶୁଭ ଅାଲୋଚନା, କର୍ମକ୍ଷେତ୍ରେ ସନ୍ତୁଷ୍ଟ, ଅର୍ଥଲାଭ, ନୂତନ ଚୁକ୍ତି ସମ୍ପାଦନ, ବ୍ୟବସାୟରେ ଉନ୍ନତି, ଶତ୍ରୁ ପରାଜିତ, ଶୁଭଖବର, ଦୂରଯାତ୍ରା ସଫଳ । ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା- ପ୍ରଭୁ ଗଜାନନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।