୨୫.୮.୨୦୨୬, ମଙ୍ଗଳବାର

Aug 25, 2026 - 06:54
୨୫.୮.୨୦୨୬, ମଙ୍ଗଳବାର

 

ମେଷ: ନୂତନ ଅାୟ, ବ୍ୟବସାୟରେ ସ୍ବଳ୍ପଲାଭ, ଶୁଭସମାଚାର, ମାନସିକ ଅବସାଦ, ସନ୍ତାନସମ୍ୟା, ଶରୀର ସୁସ୍ଥ, ବିଶିଷ୍ଠ କାର୍ଯ୍ୟରେ ଲାଭ, ଦାମ୍ପତ୍ୟସୁଖ, ଅନୁଷ୍ଠାନରୁ ଲାଭ,  ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ବୃଷ: ବ୍ୟୟବୃଦ୍ଧି, ବ୍ୟବସାୟରେ ସ୍ବଳ୍ପଲାଭ, ବନ୍ଧୁଲାଭ, ଉତ୍ସବ ପ୍ରତି ଅାଗ୍ରହ, ଶରୀର ସୁସ୍ଥ, କିଛିକାର୍ଯ୍ୟରେ ଅସନ୍ତୁଷ୍ଟ, ପାରିବାରିକ ଖୁସି, ସମ୍ପତ୍ତିଲାଭ, ବ୍ୟକ୍ତିସହାୟତା, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାଲକ୍ଷ୍ମୀ 

ମିଥୁନ: ସମ୍ମାନଲାଭ, ଗୃହେ ଉତ୍ସବ, ତୀର୍ଥାଟନ, ଲୋକସମ୍ପର୍କ ବୃଦ୍ଧି, ଦ୍ରବ୍ୟଲାଭ, ଶୁଭଖବର, ବନ୍ଧୁଲାଭ, ସ୍ବାଦିଷ୍ଠ ଭୋଜନ, କର୍ମକ୍ଷେତ୍ରେ ସମ୍ମାନିତ, ଉଚ୍ଚବ୍ୟକ୍ତିଙ୍କ ସହାୟତା, ମାନସିକ ଶାନ୍ତି, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୨, ଆରାଧନା-ଶ୍ରୀ ଗଣେଶ

କର୍କଟ: କର୍ମେ ଖୁସି, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ମାନସିକଶାନ୍ତି, ଅର୍ଥସମସ୍ୟା, ପାରିବାରିକ ସହଯୋଗ, ନୂତନ କର୍ମଆରମ୍ଭ, ସମ୍ପତ୍ତିବିବାଦ, ବ୍ୟବସାୟିକ ଖୁସି, ପରିଭ୍ରମଣସୁଖ, ଶରୀର ସୁଖ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ମାଭଗବତୀ

ସିଂହ: ଶରୀର ସୁସ୍ଥ, ମାନସିକଶାନ୍ତି, ସନ୍ତାନଖୁସି, ଲୋକସମ୍ପର୍କବୃଦ୍ଧି, ବ୍ୟବସାୟରେ ଲାଭ, ଅର୍ଥପ୍ରାପ୍ତି, ସୁମିଷ୍ଠ ଭୋଜନ, ଦ୍ରବ୍ୟଲାଭ, ସମ୍ପତ୍ତିଲାଭ, ହଠାତ୍ ଦୂରଯାତ୍ରା, ପୂର୍ବାଫାଲଗୁନି, ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ଲକ୍ଷ୍ମୀନାରାୟଣ

କନ୍ୟା: ଅର୍ଥଲାଭ, ବନ୍ଧୁଗୃହେ ଯାତ୍ରା, ବିବାଦ ସମାଧାନ, ଉଚ୍ଚବ୍ୟକ୍ତିଙ୍କ ସହାୟତା, ସନ୍ତାନସମସ୍ୟା, ନୂତନ କାର୍ଯ୍ୟଆରମ୍ଭ, ବ୍ୟବସାୟରେ ସ୍ବଳ୍ପଲାଭ,ଶତ୍ରୁ ପରାଜିତ, ପରିବହନକ୍ଷେତ୍ରେ ସମସ୍ୟା, ଆୟଭଲ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ମାକୋଚିଲାଇ

ତୁଳା: ଆର୍ଥିକସୁଖ, ଶୁଭଖବର, ସନ୍ତାନସମସ୍ୟା, ଉଚ୍ଚଆଶାରେ ଲାଭ, ମାନସିକ ଅବସାଦ, ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟିକ ଖୁସି, ଦୂରଯାତ୍ରା, ଗୃହେ ଉତ୍ସବ, ପିତାମାତାଙ୍କ ଚିନ୍ତା, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଶଙ୍କରଭଗବାନ

ବିଛା: ଦ୍ରବ୍ୟଲାଭ, ଆତ୍ମସନ୍ତୋଷ, ଶୁଭକାର୍ଯ୍ୟେ ଯୋଗଦାନ, ଶତ୍ରୁସମସ୍ୟା, ଗାଡ଼ିଚାଳନାରେ ସତର୍କ, ସ୍ବାସ୍ଥ୍ୟସମସ୍ୟା, ମାନସିକ ଅବଦାସ, ଈଶ୍ବର ବିଶ୍ବାସ, ସନ୍ତାନଖୁସି, ଅର୍ଥପ୍ରାପ୍ତି, ସମ୍ପତ୍ତିକଳହ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ମାବଗଳାମୁଖୀ

ଧନୁ: ପିଲାଙ୍କକଷ୍ଟ, ଗୃହେ ଉତ୍ସବ, ଅର୍ଥସମସ୍ୟା, ଜମିଗଣ୍ଡଗୋଳ, ଦୂରଯାତ୍ରା, ଭ୍ରାତୃସ୍ନେହ, ବ୍ୟବସାୟରେ କଷ୍ଟ, ଲୋକସମ୍ପର୍କ ହାନି, ଶରୀର ସୁସ୍ଥ, ମାନସିକ ଅବସାଦ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପିତାମାତାଙ୍କ ସେବା

ମକର: କଳହଯୋଗ, ସନ୍ତାନଖୁସି, ପାରିବାରିକ ବିବାଦ, ବ୍ୟବସାୟରେ ଲାଭକମ୍ଦ୍ରବ୍ୟନଷ୍ଟ, ବ୍ୟକ୍ତିସହାୟତା, ବିଦେଶ ଭ୍ରମଣ, ଶରୀରସୁସ୍ଥ, କଚେରୀମାମଲା, ଆୟକମ୍‌, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣୀ, ସଂଖ୍ୟା-, ଆରାଧନା-ମାଗ୍ରାମଦେବତୀ

କୁମ୍ଭ: କର୍ମେ ଖୁସି, ମାନସିକ ଅବସାଦ, ଦୂରଯାତ୍ରା, ବ୍ୟବସାୟରେ ସ୍ବଳ୍ପଲାଭ, ବନ୍ଧୁସାହାଯ୍ୟ, ଶାରୀରିକ ଅସୁସ୍ଥ, ଅର୍ଥସମସ୍ୟା, ସନ୍ତାନସମସ୍ୟା, ବିଦ୍ୟାରେ ସଫଳତା, ନୂତନ କାର୍ଯ୍ୟାରମ୍ଭ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ଗାଈମାନଙ୍କୁ ଖାଦ୍ୟ ଦିଅନ୍ତୁ

ମୀନ: ଅଯଥାକଷ୍ଟ, ନୂଆଆଶା ପୂର୍ଣ୍ଣ, ସମ୍ପତ୍ତିଲାଭ, ଭ୍ରାତୃକଳହ, ବିଶିଷ୍ଠ ବ୍ୟକ୍ତିସହାୟତା, ଶରୀର ସୁସ୍ଥ, ବ୍ୟବସାୟ ଅାରମ୍ଭ, ପରିବହନ କ୍ଷେତ୍ରେ ସମସ୍ୟା, ଅର୍ଥସମସ୍ୟା, ଶତ୍ରୁସମସ୍ୟା,  ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାଦକ୍ଷିଣକାଳୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।