୨୭.୮.୨୦୨୬, ଗୁରୁବାର
ମେଷ: ବିଭିନ୍ନ କ୍ଷେତ୍ରଦର୍ଶନ, ସୁସମ୍ବାଦ, କାର୍ଯ୍ୟରେ ଶାନ୍ତି, ଦେବଦର୍ଶନ, ବାଣିଜ୍ୟରେ ସ୍ବଳ୍ପଲାଭ, ଅଯଥା ଅଶାନ୍ତି, ଅନୁଷ୍ଠାନରୁ ଲାଭ, କର୍ମେ ପ୍ରଶଂସା ମିଳିବ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮, ଆରାଧନା-ମହାଲକ୍ଷ୍ମୀ
ବୃଷ: ପୂର୍ବ କାର୍ଯ୍ୟ ପାଇଁ ଅନୁତପ୍ତ, ଶରୀର ସୁସ୍ଥ, କର୍ମକ୍ଷେତ୍ରେ ପରିଶ୍ରମ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ଲୋକସମ୍ପର୍କବୃଦ୍ଧି, ନୂତନ ବ୍ୟବସାୟ ଅାରମ୍ଭ, କିଛି କାର୍ଯ୍ୟରେ ଖୁସି, ସନ୍ତାନଖୁସି, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ପ୍ରଭୁ ନାଗେଶ୍ବର ମହାଦେବ
ମିଥୁନ: ଲୋକସମ୍ପର୍କରେ ଉନ୍ନତି, ପାରିବାରିକ ଖୁସି, ଦେବକାର୍ଯ୍ୟରେ ଧନବ୍ୟୟ, ଦାମ୍ପତ୍ୟଖୁସି, ସ୍ବଜନ ବିରୋଧ, ଆୟ ମଧ୍ୟମ, ଯାନବାହନରେ ସତର୍କ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-୭, ଆରାଧନା-ପ୍ରଭୁ ବଜରଙ୍ଗବାଲି
କର୍କଟ: ଖୁସିଖବର, ଶରୀରସୁସ୍ଥ, ବ୍ୟବସାୟରେ ଉନ୍ନତି, ଶୁଭଆଲୋଚନା, ଦୂରଯାତ୍ରା ସଫଳ, ଦ୍ରବ୍ୟଲାଭ, ସମ୍ପତ୍ତିଲାଭ, ମାନସିକଶାନ୍ତି, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା-ଭଗବାନ ବାସୁଦେବ
ସିଂହ: ମାନସିକ ଶାନ୍ତି, ଆଣ୍ଠୁସମସ୍ୟାରୁ ମୁକ୍ତି, ଗୃହେ ଶୁଭ ଅାଲୋଚନା, ଖୁସିଖବର, ଦେବକାର୍ଯ୍ୟରେ ଶାନ୍ତି, ଦ୍ରବ୍ୟପ୍ରାପ୍ତି, ଋଣ ପରିଶୋଧ, ନୂତନ ଚୁକ୍ତିସମ୍ପାଦନ, ଦାମ୍ପତ୍ୟଖୁସି, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ମା’ ଭଗବତୀ
କନ୍ୟା: ଅର୍ଥଲାଭ, କିଛି କାର୍ଯ୍ୟରେ ସମସ୍ୟା, ଦୂରଯାତ୍ରା, ବ୍ୟବସାୟିକ ଚିନ୍ତା, ଶୁଭଖବର, ଲୋକପ୍ରିୟତା ବୃଦ୍ଧି, ଦ୍ରବ୍ୟଲାଭ, ଶରୀର ସୁସ୍ଥ, ବନ୍ଧୁଦର୍ଶନ, ସୁମିଷ୍ଠ ଭୋଜନ, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସଫେଦ, ସଂଖ୍ୟା-୭, ଆରାଧନା-ଲକ୍ଷ୍ମୀନାରାୟଣ
ତୁଳା: ସମ୍ପର୍କରେ ବାଧା, ଗୃହେ ସହାୟତା, ଭାତୃଭଗ୍ନୀଙ୍କ ସ୍ନେହ, ଅର୍ଥଚିନ୍ତା, ସନ୍ତାନଲାଭ, ଉତ୍ସବକୁନେଇ ଦ୍ବନ୍ଦ୍ବ, ବ୍ୟବସାୟରେ ସ୍ବଳ୍ପଲାଭ, ଅଯଥା ବିବାଦ, ଦୂରଯାତ୍ରା ସଫଳ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଇସତ୍ ଲାଲ, ସଂଖ୍ୟା-୮, ଆରାଧନା-ଶଙ୍କର ଭଗବାନ
ବିଛା: ଅର୍ଥଲାଭ, ଦୂରସମ୍ପର୍କରେ ବାଧା, ସ୍ବାସ୍ଥ୍ୟକୁନେଇ ଚିନ୍ତା, ପାରିବାରିକ ସହଯୋଗ, ଶତ୍ରୁପରାଜିତ, ଦୂରଯାତ୍ରା ସଫଳ, ବ୍ୟବସାୟରେ ଉନ୍ନତି, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ପ୍ରଭୁ ଜଗନ୍ନାଥ
ଧନୁ: କର୍ମକ୍ଷେତ୍ରେ ସମ୍ମାନ, ବିଶିଷ୍ଠ କାର୍ଯ୍ୟରେ ଶାନ୍ତି, ଶୁଭଖବର, ମାନସିକ ଶାନ୍ତି, ଅର୍ଥଲାଭ, ସମ୍ପତ୍ତିଖୁସି, ସନ୍ତାନଲାଭ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ଗୋସେବା କରନ୍ତୁ
ମକର: ସମ୍ମାନଲାଭ, ଉଚ୍ଚପ୍ରଶଂସା, ଲୋକସମ୍ପର୍କବୃଦ୍ଧି, ଅର୍ଥଲାଭ, ଶତ୍ରୁସମସ୍ୟା, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ଭୂସମ୍ପତ୍ତିଲାଭ, ଦାମ୍ପତ୍ୟକଳହ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମାଟିଆ, ସଂଖ୍ୟା-୧୦, ଆରାଧନା-ମା’ ମହାଲକ୍ଷ୍ମୀ
କୁମ୍ଭ: କିଛି କାର୍ଯ୍ୟରେ ବିରୋଧ, ବ୍ୟବସାୟରେ ସ୍ବଳ୍ପଲାଭ, ବନ୍ଧୁସାହାଯ୍ୟ, କର୍ମକ୍ଷେତ୍ରେ ପରିଶ୍ରମ, ଦୂରଯାତ୍ରା ସଫଳ, ସନ୍ତାନଲାଭ, ପାରିବାରିକଖୁସି, ଦାମ୍ପତ୍ୟସୁଖ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୮, ଆରାଧନା-ଶଙ୍କର ଭଗବାନ
ମୀନ: ସନ୍ତାନଚିନ୍ତା, ଅର୍ଥଲାଭ, ସମସ୍ୟା ସମାଧାନ, ଦୂରଯାତ୍ରାରେ ଲାଭ, ନୂତନ କର୍ମନିଯୁକ୍ତି, ବିବାଦମୁକ୍ତ, ସମ୍ମାନଲାଭ, ଲୋକସମ୍ପର୍କ ବୃଦ୍ଧି, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ମା’ କାଳୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।