୩.୯.୨୦୨୬ ଗୁରୁବାର

Sep 03, 2026 - 07:20
୩.୯.୨୦୨୬  ଗୁରୁବାର

 

ମେଷ: ଅଯଥା ଖର୍ଚ୍ଚରେ ପଶିପାରନ୍ତି, ଦୂରଯାତ୍ରାରେ ସମସ୍ୟା, ଲୋକସମ୍ପର୍କ ବୃଦ୍ଧି, ବନ୍ଧୁକଳହ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶରୀର ସୁସ୍ଥଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ବୃଷ: ବନ୍ଧୁମିଳନ, ଶୁଭଖବର, କର୍ମକ୍ଷେତ୍ରେ ସମ୍ମାନିତ, ଅର୍ଥଲାଭ, ବନ୍ଧୁଲାଭ, ମାନସିକଶାନ୍ତି, ଶରୀର ସୁସ୍ଥ, ଭୂସମ୍ପତ୍ତିଲାଭ କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କେସର, ସଂଖ୍ୟା-, ଆରାଧନା-ମାଲକ୍ଷ୍ମୀ

ମିଥୁନ: ସ୍ବଜନେ ବିରୋଧ, ଆତ୍ମୀୟକଷ୍ଟ, କର୍ମକ୍ଷେତ୍ରେ ପରିଶ୍ରମ, ମନ ଭାରାକ୍ରାନ୍ତ, ଅର୍ଥଲାଭ, ସମ୍ପତ୍ତିବିବାଦ, ବ୍ୟକ୍ତିସାହାଯ୍ୟଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ଶ୍ରୀ ଗଣେଶ

କର୍କଟ: ଅର୍ଥଲାଭ, ଦେବକାର୍ଯ୍ୟରେ ଅାଗ୍ରହ, ବ୍ୟବସାୟରେ ଲାଭ, ଦ୍ରବ୍ୟଲାଭ, ବହୁଦିନର ଅଶା ପୂରଣ, ଦୂରଯାତ୍ରା ସ୍ଥଗିତ, ଅତିଥÒ ସତ୍କାରପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

ସିଂହ: କାର୍ଯ୍ୟପାଇଁ ଅନୁତାପ, ଗୃହରେ ଶୁଭ ଅାଲୋଚନା, ବିଶିଷ୍ଠ ବ୍ୟକ୍ତିସାହାଯ୍ୟ, ଅର୍ଥଲାଭ, ଅନୁଷ୍ଠାନରୁ ସମ୍ମାନଲାଭ, ଶରୀର ସୁସ୍ଥ, ବନ୍ଧୁସାହାଯ୍ୟ ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା-ମାଲକ୍ଷ୍ମୀ୤

କନ୍ୟା: ଆୟରେ ଉନ୍ନତି, ଶୁଭଖବର, ଦାମ୍ପତ୍ୟସୁଖ, ପାରିବାରିକ ସାହାଯ୍ୟ, ବିଶିଷ୍ଠ କାର୍ଯ୍ୟରେ ସାହାଯ୍ୟ, ପିଲାଙ୍କଖୁସି ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ତୁଳା: ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁସାହାଯ୍ୟ, ଅଯଥା ଖର୍ଚ୍ଚ, ସମ୍ମାନଲାଭ, ପାରିବାରିକ ଅଶାନ୍ତି, ଦାମ୍ପତ୍ୟସୁଖ, କର୍ମକ୍ଷେତ୍ରେ ଅଶାନ୍ତି ୤ ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା- ପ୍ରଭୁ କାର୍ତ୍ତିକ

ବିଛା: ବନ୍ଧୁଦର୍ଶନ, ଉତ୍ସବକୁ େନଇ ଖୁସି, ବ୍ୟବସାୟରେ ଲାଭ, ଶୁଭକାର୍ଯ୍ୟରେ ଧନବ୍ୟୟ. ଦୂରଯାତ୍ରା ସଫଳ, ସ୍ବାଦିଷ୍ଠ େଭାଜନ, ଅାଶା ସଫଳ।  ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା-ଭଗବାନ ବିଷ୍ଣୁ

ଧନୁ: ଦେବକାର୍ଯ୍ୟ, ପାରିବାରିକ କଷ୍ଟ, ବ୍ୟବସାୟରେ ସ୍ବଳ୍ପଲାଭ, ସମ୍ମାନଲାଭ, ଦାମ୍ପତ୍ୟ କଳହ, ଦ୍ରବ୍ୟପ୍ରାପ୍ତି, ପୁରାତନ କାର୍ଯ୍ୟରେ ଲାଭମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ନୃସିଂହନାଥ 

ମକର: ସ୍ବଜନ ବିରୋଧ, କର୍ମକ୍ଷେତ୍ରେ ସନ୍ତୁଷ୍ଟ, ଅର୍ଥଲାଭ, ହେବାକାର୍ଯ୍ୟରେ ବିଳମ୍ବ, ସମ୍ପତ୍ତିନଷ୍ଟ, ପାରିବାରିକ ସମସ୍ୟା, ଦୂରଯାତ୍ରା, ମାନସିକ ଶାନ୍ତି   ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ମାଭଗବତୀ

କୁମ୍ଭ: ଦେବଦର୍ଶନ, ବିଦେଶଯାତ୍ରା, ଅର୍ଥଲାଭ, ଖୁସିଖବର, ବିବାଦର ସମାଧାନ, ମାନସିକ ଶାନ୍ତି, ସୁମିଷ୍ଠ େଭାଜନ, ଦ୍ରବ୍ୟକ୍ରୟ ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-, ଆରାଧନା- ଶଙ୍କର ଭଗବାନ

ମୀନ: ବିପଦରୁ ମୁକ୍ତି, ଶୁଭ ଆଲୋଚନା, ଗୃହେ ସହାୟତା, ମାନସିକ ଶାନ୍ତି, ଶତ୍ରୁସମସ୍ୟା, ଅର୍ଥଖର୍ଚ୍ଚ, ନୂତନ ନିଯୁକ୍ତି, ଶରୀର ସୁସ୍ଥ, ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ମାଦକ୍ଷିଣକାଳୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।