୩.୧୦.୨୦୨୬ ଶନିବାର
ମେଷ: ଅର୍ଥଲାଭ, ପାରିବାରିକ ଖୁସି, ବନ୍ଧୁସାହାଯ୍ୟ, ଦୂରଯାତ୍ରା ସଫଳ, ଦେବକାର୍ଯ୍ୟରେ ଅାଗ୍ରହ, ଶତ୍ରୁ ପରାଜିତ, ବିଭିନ୍ନ କାର୍ଯ୍ୟରେ ଲାଭ, ସତର୍କ ରୁହନ୍ତୁ, ବ୍ୟବସାୟରେ ଉନ୍ନତି, ସମ୍ପତ୍ତିଲାଭ, ଶରୀର ସୁସ୍ଥ, ଶୁଭଖବର, ସମ୍ମାନଲାଭ। ଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ମା’ ଭଗବତୀ
ବୃଷ: ଶରୀର ସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ, ଉଚ୍ଚବ୍ୟକ୍ତିଙ୍କ ସହଯୋଗ, ପାରିବାରିକ ସମସ୍ୟା, ଦୂରଯାତ୍ରାରେ ସତର୍କ, ହେବାକାର୍ଯ୍ୟ ବିଳମ୍ବ, ଶତ୍ରୁ ପରାଜିତ, ବିଦ୍ୟାରେ ସଫଳତା । କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶିଆ, ସଂଖ୍ୟା-୭, ଆରାଧନା-ମହାଲକ୍ଷ୍ମୀ
ମିଥୁନ: ବନ୍ଧୁଲାଭ, ଶରୀର ସୁସ୍ଥ, ଦୂରଯାତ୍ରା, ସମ୍ପତ୍ତି କ୍ରୟ ବିକ୍ରୟ, ବନ୍ଧୁସାହାଯ୍ୟ, ଦାମ୍ପତ୍ୟଖୁସି, େଦବଦର୍ଶନ, ବ୍ୟବସାୟରେ ଲାଭ, ଶତ୍ରୁ ପରାଜିତ, ସନ୍ତାନ ସମସ୍ୟା, ବିଦ୍ୟାରେ ଅସଫଳ, ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-୬, ଆରାଧନା-ଶଙ୍କର ଭଗବାନ
କର୍କଟ: କଳହଯୋଗ, କର୍ମକ୍ଷେତ୍ରେ ଅଶାନ୍ତି, ଦୂରସ୍ଥାନକୁ ଯାତ୍ରା, ବ୍ୟବସାୟରେ ସ୍ବଳ୍ପ ଲାଭ, ବହୁ କାର୍ଯ୍ୟରେ ବିଳମ୍ବ, ଶରୀର ସୁସ୍ଥ, ବିଶିଷ୍ଠ କାର୍ଯ୍ୟରେ ଲାଭ, ଦ୍ରବ୍ୟନଷ୍ଟ, ପୁରାତନ ବିବାଦ, ବିଦ୍ୟାରେ କଷ୍ଟ। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା-ପ୍ରଭୁ ହନୁମାନ
ସିଂହ: ନୂତନ ଅାୟ, ଶୁଭ ଆଲୋଚନା, ପାରିବାରିକ କଷ୍ଟ, ସନ୍ତାନ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଗୃହେ ଉତ୍ସବ, ଦେବକାର୍ଯ୍ୟରେ ଉତ୍ସାହ, କିଛି ଦ୍ରବ୍ୟ ଲାଭ, ସମ୍ପତ୍ତିଖୁସି, ସମ୍ମାନ ପ୍ରାପ୍ତି, ଦୂରଯାତ୍ରା ସଫଳ। ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୭, ଆରାଧନା-ମା’ କିଚକେଶ୍ବରୀ
କନ୍ୟା: ଅଯଥା ଧନବ୍ୟୟ, ମାନସିକ କଷ୍ଟ, ଦୂରଯାତ୍ରା ସଫଳ, ବ୍ୟବସାୟରେ ଉନ୍ନତି, ବନ୍ଧୁ ସହଯୋଗ, ଯାତ୍ରା ସଫଳ, ନୂତନ କର୍ମନିଯୁକ୍ତି, ବିବାଦ ସମାଧାନ, ବିଶିଷ୍ଠ ବ୍ୟକ୍ତି ସାହାଯ୍ୟ, ଦାମ୍ପତ୍ୟଖୁସି। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୮, ଆରାଧନା-ମହାଲକ୍ଷ୍ମୀ।
ତୁଳା: ବ୍ୟବସାୟରେ ଉନ୍ନତି, ଦ୍ରବ୍ୟଲାଭ, ମାନସିକ ଖୁସି, ଯାତ୍ରାରେ କଷ୍ଟ, ବନ୍ଧୁ ସହଯୋଗ, ଦେବଦର୍ଶନ, ଅର୍ଥକଷ୍ଟ, ଅନୁଷ୍ଠାନରୁ ଲାଭ, ଲୋକସମ୍ପର୍କ ବୃଦ୍ଧି, ସନ୍ତାନ ସୁଖ, ପାରିବାରିକ ସହଯୋଗ। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-
ମା’ ଭଗବତୀ
ବିଛା: ଭ୍ରମଣଯୋଗ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ଅଯଥା ଅଶାନ୍ତି, ଦ୍ରବ୍ୟଲାଭ, ଶରୀର କଷ୍ଟ, ଉତ୍ସବଲାଗି ଦୂରଯାତ୍ରା, ବିବାଦ ସମାଧାନ, ସମ୍ପତ୍ତିଲାଭ, ସୁମିଷ୍ଠ ଭୋଜନ ଦାମ୍ପତ୍ୟଖୁସି, ଭ୍ରାତୃସ୍ନେହ। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା- ପ୍ରଭୁ ନୃସିଂହ
ଧନୁ: କର୍ମକ୍ଷେତ୍ରେ ଲାଭ, ଭ୍ରମଣଯୋଗ, ଅଯଥାକଳହ, ପାରିବାରିକ ଓ ଦାମ୍ପତ୍ୟ ଖୁସି, ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂରଯାତ୍ରା ସଫଳ, ଆୟରେ ଉନ୍ନତି, ବିବାଦ ସମାଧାନ, ଶରୀର ସସ୍ଥ। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ମା’ ଭୁବନେଶ୍ବରୀ
ମକର: କାର୍ଯ୍ୟରେ ଲାଭ, ଉଚ୍ଚଆଶା ପୂର୍ଣ୍ଣ, ଲୋକସମ୍ପର୍କ ବୃଦ୍ଧି, ନୂତନ ବନ୍ଧୁଲାଭ, ଦୂରଯାତ୍ରା ସଫଳ, ହେବାକାର୍ଯ୍ୟ ବିଳମ୍ବ, ପ୍ରୀତିବୃଦ୍ଧି, ଅନୁଷ୍ଠାନରୁ ଲାଭ, ସମ୍ପତ୍ତି ସମସ୍ୟା, କାର୍ଯ୍ୟରେ ଉନ୍ନତି । ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୮, ଆରାଧନା-ମା’ ଗୌରୀ
କୁମ୍ଭ: ଶୁଭଖବର, ଲୋକସମ୍ପର୍କରେ ଉନ୍ନତି, ଦୂରଯାତ୍ରା ସଫଳ, ବ୍ୟବସାୟରେ ଉନ୍ନତି, ବିବାଦ ସମାଧାନ, ଦେବଦର୍ଶନ, ସୁମିଷ୍ଠ ଭୋଜନ, କର୍ମକ୍ଷେତ୍ରେ ସଫଳ, ଶରୀର ସୁସ୍ଥ, ବିଦ୍ୟାରେ ସଫଳ ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୬, ଆରାଧନା-ମା’ ମଙ୍ଗଳା ।
ମୀନ: ଯାତ୍ରାରେ ସତର୍କ, କିଛି ବିବାଦ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁସମସ୍ୟା, ଅର୍ଥ ସମସ୍ୟା, ଭ୍ରାତୃସ୍ନେହ, ଅତିଥÒ ଚର୍ଚ୍ଚା, ଦ୍ରବ୍ୟଲାଭ, ଗୃହେ ସମସ୍ୟା, ବନ୍ଧୁ ସାହାଯ୍ୟ, ଦାମ୍ପତ୍ୟ ଖୁସି, ସନ୍ତାନ ଖୁସି। ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୪, ଆରାଧନା-ମା’ କୋଚିଳାଇ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।