୩୧.୮.୨୦୨୬, ସୋମବାର

Aug 31, 2026 - 16:35
୩୧.୮.୨୦୨୬, ସୋମବାର

 

ମେଷ: ବ୍ୟବସାୟରେ ଉନ୍ନତି, ଶତ୍ରୁପୀଡ଼ା, ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା, ଲୋକସମ୍ପର୍କରେ ଉନ୍ନତି, ଗୃହେ ଉତ୍ସବ, ନୂତନ କାର୍ଯ୍ୟ ଆରମ୍ଭ, ଦୂର ଯାତ୍ରା, ମାନସିକ ଶାନ୍ତିଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗାଲଡେନ, ସଂଖ୍ୟା-, ଆରାଧନା- ମାକନକଲକ୍ଷ୍ମୀ

ବୃଷ: ଶାରୀରିକ ଅସୁସ୍ଥ, ବ୍ୟବସାୟରେ ଲାଭ, ଶତ୍ରୁ ନାଶ, ମକଦ୍ଦମାରେ ବିଜୟ, ଆଶା ସଫଳ, ଦାମ୍ପତ୍ୟ ଖୁସି, ପାରିବାରିକ ସହଯୋଗ, ବିଦ୍ୟାରେ ସଫଳତା।  ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ପ୍ରଭୁ ହନୁମାନ

ମିଥୁନ: ଯାନବାହନରେ ସତର୍କ, ଅର୍ଥ ଚିନ୍ତା, ଶାରୀରିକ ଅସୁସ୍ଥ, ସ୍ବାଦିଷ୍ଟ ଭୋଜନ ପ୍ରାପ୍ତି, ବନ୍ଧୁ ଲାଭ, ଦେବକାର୍ଯ୍ୟରେ ଆଗ୍ରହ, କଚେରୀ ମାମଲା ସମାଧାନ, ବ୍ୟବସାୟରେ ସ୍ବଳ୍ପ ଲାଭ, ବିଦ୍ୟାରେ ସଫଳପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

କର୍କଟ: ଆର୍ଥକ ଲାଭ, ଧର୍ମକାର୍ଯ୍ୟରେ ସଫଳ, ନୂତନ ବନ୍ଧୁଲାଭ, ସମ୍ମାନ ପ୍ରାପ୍ତି, ଶତ୍ରୁ ପରାଜିତ, ବ୍ୟବସାୟରେ ଉନ୍ନତି, ଶୁଭ ଖବର, ପିଲାଙ୍କ ଚିନ୍ତା, ଦାମ୍ପତ୍ୟ କଳହ, ବିଦ୍ୟାରେ ସଫଳଉତ୍ତରା ଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଦାମୀ, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

ସିଂହ: ବନ୍ଧୁ ସାହାଯ୍ୟ, ଲୋକସମ୍ପର୍କ, ଶତ୍ରୁ ସମସ୍ୟା ସମାଧାନ, ଶୁଭ ଖବର, ବିଦ୍ୟା ଲାଭ, ଖୁସି ଖବର, ମକଦ୍ଦମାରେ ବିଜୟ, ସ୍ତ୍ରୀ ସହଯୋଗମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ମାକିଚେକିଶ୍ବରୀ

କନ୍ୟା: ନୂତନ କାର୍ଯ୍ୟରେ ଖୁସି, ଶୁଭ ସମ୍ବାଦ, ଅନୁଚିତ କର୍ମେ ସଫଳତା, ବ୍ୟବସାୟରେ ଶତ୍ରୁତା, ବନ୍ଧୁ ଲାଭ, ସମ୍ମାନରେ ବାଧା, ପୁରାତନ କାର୍ଯ୍ୟ ପ୍ରତି ବିପଦ, ଦାମ୍ପତ୍ୟ ସୁଖଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଦାମୀ, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

ତୁଳା: ମାନସିକ ଅଶାନ୍ତି , ଦୂର ଯାତ୍ରାରେ ଅସନ୍ତୁଷ୍ଟ, ଶତ୍ରୁ ସମସ୍ୟା, କଚେରୀ ମାମଲାରେ ଖୁସି, ଶୁଭ ଖବର, ଦାମ୍ପତ୍ୟ କଳହ, ସମ୍ମାନରେ ବାଧା, ଗୁରୁଜନେ ଖୁସି, ଅର୍ଥ ଚିନ୍ତା, ପିଲାଙ୍କ ସମସ୍ୟା, ଗୃହେ ଅଶାନ୍ତିବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ଶଙ୍କର ଭଗବାନ

ବିଛା: ସମ୍ମାନ ଲାଭ, ଶତ୍ରୁ ସମସ୍ୟା, ଶାରୀରିକ ସୁସ୍ଥ, ଲୋକସମ୍ପର୍କରେ ଉନ୍ନତି, ଦାମ୍ପତ୍ୟ ସୁଖ, ଭୂସମ୍ପତ୍ତି ଲାଭ, କଚେରୀ ମାମଲା ସମାଧାନ, ଯାନବାହନ କିଣାବିକା, ବିଦ୍ୟାରେ ସଫଳଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

ଧନୁ: କର୍ମ ପ୍ରତି ଅନାଗ୍ରହ, ଶତ୍ରୁ ସମସ୍ୟା, ବନ୍ଧୁ କଳହ, ପାରିବାରିକ ଖୁସି, ଶତ୍ରୁ ସମସ୍ୟାରେ କଷ୍ଟ, େଲାକସମ୍ପର୍କରେ ଉନ୍ନତି, ଦେବକାର୍ଯ୍ୟରେ ଖୁସି, ସ୍ତ୍ରୀ ହେତୁକ ଧନପ୍ରାପ୍ତି, ବିଦ୍ୟାରେ ଅସଫଳଉତ୍ତରାଷାଢ଼ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା- ପ୍ରଭୁ ରାଧାବଲ୍ଲଭ

ମକର: କର୍ମେ ଆନନ୍ଦ, ଶତ୍ରୁ ନାଶ, ଲୋକସମ୍ପର୍କ ବୃଦ୍ଧ଄, ତୀର୍ଥଯାତ୍ରା, ଭୂସମ୍ପତ୍ତି ଲାଭ, ଦାମ୍ପତ୍ୟ ସୁଖ, ଖୁସି ଖବର, ଉଚ୍ଚ ଆଶାରେ ଲାଭ, ଯାନବାହନେ ସତର୍କ, ବ୍ୟବସାୟରେ ଉନ୍ନତି, ପିଲାଙ୍କ ଖୁସି, ବିଦ୍ୟାରେ ସଫଳତାଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୧୦, ଆରାଧନା- ମହାଲକ୍ଷ୍ମୀ

କୁମ୍ଭ: ମାନସିକ ଅଶାନ୍ତି, ଶତ୍ରୁକଷ୍ଟ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦେବକାର୍ଯ୍ୟରେ ଆଗ୍ରହ, ବନ୍ଧୁ ଲାଭ, ହଠାତ୍ ଦୂରଯାତ୍ରା, ଯାନବାହନେ ସତର୍କ, ଲୋକସମ୍ପର୍କ ହାନି, ଶାରୀରିକ କଷ୍ଟ, ଜମିଗଣ୍ଡଗୋଳ, ଦାମ୍ପତ୍ୟ ଖୁସି, ପିଲାଙ୍କ ସଫଳତାଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

ମୀନ: କର୍ମରେ ସଫଳତା, ବ୍ୟବସାୟରେ ଲାଭ, ନୂତନ ନିଯୁକ୍ତି, ଦ୍ରବ୍ୟ ନଷ୍ଟ, ପୁରାତନ ରୋଗ ସମସ୍ୟା, ପାରିବାରିକ ଖୁସି, ଦାମ୍ପତ୍ୟ ସୁଖ, ଶତ୍ରୁ ନାଶ, କିଛି କିଣାବିକା କରିବେ, ଉଚ୍ଚଆଶା ସଫଳ, ବିଦ୍ୟାରେ ସଫଳତା

ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-, ଆରାଧନା- ମାଭଗବତୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।