୨୬.୯.୨୦୨୬ ଶନିବାର
ମେଷ: ଅଯଥା ଖର୍ଚ୍ଚ, ନିଜ ଜିଦ୍ େଯାଗୁ ମୂଲ୍ୟବାନ ପଦାର୍ଥ ନଷ୍ଟ, ଦୂରଯାତ୍ରାରେ ସତର୍କ, ଉତ୍ସବକୁ ନେଇ ଶୁଭ ଆଲୋଚନା, ବ୍ୟବସାୟରେ ସ୍ବଳ୍ପଲାଭ, ମାନସିକ ଶାନ୍ତି, ଶରୀର ଅସୁସ୍ଥ। ଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଅାରାଧନା-ପ୍ରଭୁ ହନୁମାନ
ବୃଷ: ଅର୍ଥଲାଭ, ମାନସିକ ଶାନ୍ତି, କର୍ମକ୍ଷେତ୍ରେ ସଫଳ, ବିଶିଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ, େଦବଦର୍ଶନ, ବନ୍ଧୁଲାଭ, ଶରୀର ସୁସ୍ଥ, ବାକିଧନ ପ୍ରାପ୍ତି, ଦୂରଯାତ୍ରା ସଫଳ। କୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା-ମହାଲକ୍ଷ୍ମୀ
ମିଥୁନ: କର୍ମକ୍ଷେତ୍ରେ ସଫଳତା, ଶୁଭଖବର, ପାରିବାରିକ ଶାନ୍ତି, ପୁରାତନ ବିବାଦ ସମାଧାନ, ଗୃହେ ଶୁଭ ଅାଲୋଚନା, ଲୋକସମ୍ପର୍କ ବୃଦ୍ଧି, ଦ୍ରବ୍ୟଲାଭ, ପ୍ରବ୍ୟଲାଭ, ଅନୁଷ୍ଠାନରୁ ସମ୍ମାନ। ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା -ଗଣେଶ ଭଗବାନ
କର୍କଟ: ଅଯଥା ଖର୍ଚ୍ଚ, ବ୍ୟବସାୟରେ ସନ୍ତୁଷ୍ଟ, ଶତ୍ରୁସମସ୍ୟା, ପାରିବାରିକ କଳହ, ହେବାକାର୍ଯ୍ୟ ବିଳମ୍ବ, ବନ୍ଧୁସାହାଯ୍ୟ, େଦବଭକ୍ତି, ଯାନ୍ତ୍ରିକ ତ୍ରୁଟି, ସମ୍ପତ୍ତିଖୁସି, ସ୍ବଜନ ବିରୋଧ ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ସୂର୍ଯ୍ୟନାରାୟଣ
ସିଂହ: ଶରୀର ଅସୁସ୍ଥ, ହେବାକାର୍ଯ୍ୟ ବିଳମ୍ବ, ବ୍ୟବସାୟରେ ସ୍ବଳ୍ପ ଲାଭ, ଗୃହେ ସହାୟତା, ବିଶିଷ୍ଠ ବ୍ୟକ୍ତିଙ୍କ ସାକ୍ଷାତ, କରିଥÒବା କାର୍ଯ୍ୟକୁ ନେଇ ଅନୁତାପ, ଲୋକସମ୍ପର୍କ ବୃଦ୍ଧି । ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୭, ଆରାଧନା-ଶଙ୍କର ଭଗବାନ
କନ୍ୟା: ଅର୍ଥଲାଭ, ସମସ୍ୟା ସମାଧାନ, ଉତ୍ସବ ସଫଳ, ବନ୍ଧୁଲାଭ, ସୁମିଷ୍ଠ େଭାଜନ, ଦୂରଯାତ୍ରା ପାଇଁ ଶୁଭ ଅାଲୋଚନା, ଖୁସି ଖବର, ପୈତୃକ ସମ୍ପତ୍ତି ଲାଭ, ସନ୍ତାନଲାଭ ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା-ଭଗବାନ ବିଷ୍ଣୁ।
ତୁଳା: ମାନସିକ ଅଶାନ୍ତି, ସମ୍ପର୍କରେ ସୁଧାର, ଶାରୀରିକ ପୀଡ଼ା ଅନୁଷ୍ଠାନରୁ ସାହାଯ୍ୟ, ବନ୍ଧୁଅଶାନ୍ତି, ସନ୍ତାନଚିନ୍ତା, ସାମାନ୍ୟ ଅର୍ଥଲାଭ, ହଠାତ୍ ଦୂରଯାତ୍ରା, ସ୍ବଜନ ବିରୋଧ, ଶତ୍ରୁସମସ୍ୟା। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୭, ଆରାଧନା-ମା’ ଭଗବତୀ
ବିଛା: ମାନସିକ ଦ୍ବନ୍ଦ୍ବ, ଲୋକସମ୍ପର୍କ ବୃଦ୍ଧି, ଅର୍ଥଲାଭ, ପାରିବାରିକ ସୁଖ, ବିଦେଶ ଭ୍ରମଣ, େଦବଦର୍ଶନ, ବନ୍ଧୁଲାଭ, ଅନୁଷ୍ଠାନରୁ ଲାଭ, କର୍ମକ୍ଷେତ୍ରେ ବିଶାଦ, ଖୁସିଖବର। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଖଇରି, ସଂଖ୍ୟା-୯, ଆରାଧନା-ଭଗବାନ ବିଷ୍ଣୁ
ଧନୁ: ଅପମାନଯୋଗ, କର୍ମକ୍ଷେତ୍ରେ ବିଳମ୍ବ, ଉତ୍ସବକୁ ନେଇ ଶୁଭ ଅାଲୋଚନା, ଅର୍ଥଲାଭ, ପରିବାରରେ ସହଯୋଗ, ସନ୍ତାନଲାଭ, ଦାମ୍ପତ୍ୟକଳହ, ହେବାକାର୍ଯ୍ୟ ବିଳମ୍ବ, ଶତ୍ରୁସମସ୍ୟା ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୬, ଆରାଧନା-ପ୍ରଭୁ ଜଗନ୍ନାଥ
ମକର: ବନ୍ଧୁଲାଭ, ସମସ୍ୟା ସମାଧାନ, ଖୁସିଖବର, ଅନୁଷ୍ଠାନରୁ ଲାଭ, ଶରୀର ସୁସ୍ଥ, ନୂତନ ଚୁକ୍ତି, ପରିଭ୍ରମଣଖୁସି, ସନ୍ତାନଲାଭ, ପୁରାତନ କାର୍ଯ୍ୟରୁ ଲାଭ, ଅଳ୍ପ ଶତ୍ରୁସମସ୍ୟା, ସ୍ବାଦିଷ୍ଠ ଭୋଜନ। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୮, ଆରାଧନା- ମା’ ମଙ୍ଗଳା
କୁମ୍ଭ: ଶୁଭକାର୍ଯ୍ୟରେ ଧନବ୍ୟୟ, ନୂତନ କାର୍ଯ୍ୟରେ ଅାନନ୍ଦ, ବ୍ୟବସାୟରେ ସ୍ବଳ୍ପ ଲାଭ, ପାରିବାରିକ ସମସ୍ୟା, ବନ୍ଧୁ ସହଯୋଗ, ଦାମ୍ପତ୍ୟକଳହ, ଦୂରଯାତ୍ରାରେ ସତର୍କ, ମାନସିକ ଅବସାଦ। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୪, ଆରାଧନା-ପ୍ରଭୁ େଲାକନାଥ।
ମୀନ: ସମ୍ମାନଲାଭ, ଅର୍ଥସମସ୍ୟା ସମାଧାନ, ଦୂରସମ୍ପର୍କଙ୍କଠାରୁ ସହଯୋଗ, ସମ୍ପତ୍ତିଲାଭ, ଅଯଥା ବିବାଦ, ଶରୀର ସୁସ୍ଥ, କର୍ମକ୍ଷେତ୍ରେ ପୂର୍ଣ୍ଣ ସହଯୋଗ, ମାନସିକ ଶାନ୍ତି ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା-ମା’ ଗୌରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।