୨୯.୯.୨୦୨୬ ମଙ୍ଗଳବାର
ଅାଶ୍ବିନ କୃଷ୍ଣ ତୃତୀୟା
ମେଷ: ଆର୍ଥିକଲାଭ, ଦୂରଯାତ୍ରା ସଫଳ, ଶୁଭ ଅଲୋଚନା, ଶରୀର ସୁସ୍ଥ, ନୂତନ କାର୍ଯ୍ୟ ଅରମ୍ଭ, ସମ୍ପତ୍ତିଖୁସି, ମାନସମ୍ମାନ ପ୍ରାପ୍ତି, ମାନସିକ ଶାନ୍ତି, ଅଳ୍ପ ଶତ୍ରୁସମସ୍ୟା। ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୧୨, ଆରାଧନା-ସୂର୍ଯ୍ୟନାରାୟଣ
ବୃଷ: ଅଯଥା ଖର୍ଚ୍ଚ, କିଛି କାର୍ଯ୍ୟକୁ ନଇ ମୋକଦ୍ଦମାରେ ପଡ଼ିପାରନ୍ତି, ଦାମ୍ପତ୍ୟ କଳହ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ବନ୍ଧୁସାହାଯ୍ୟ, ସନ୍ତାନଚିନ୍ତା, ଯାତ୍ରାରେ ସତର୍କ। ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ମା’ ମହାଲକ୍ଷ୍ମୀ
ମିଥୁନ: ମାନସିକ ଶାନ୍ତି, ହଠାତ୍ ଦୂରଯାତ୍ରା, ଶୁଭଖବର, ଶରୀର ସୁସ୍ଥ, ଶୁଭ ଅାଲୋଚନା ବିବାଦ ସମାଧାନ, ସମ୍ମାନଲାଭ, ବ୍ୟବସାୟରେ ସନ୍ତୁଷ୍ଟ, ବିଶିଷ୍ଠ ବ୍ୟକ୍ତିଙ୍କ ସହଯୋଗ, ଦ୍ରବ୍ୟଲାଭ। ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୭, ଆରାଧନା-ଗଣେଶ ଭଗବାନ।
କର୍କଟ: ନୂତନ ଅାୟ, ଦୂରଯାତ୍ରା, ଶତ୍ରୁସମସ୍ୟା, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ଦ୍ରବ୍ୟକ୍ରୟ, ଶରୀର ସୁସ୍ଥ, ଶୁଭଅଲୋଚନା, ବନ୍ଧୁଲାଭ, ସନ୍ତାନଲାଭ। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୮, ଆରାଧନା-କୁବେର ଭଗବାନ
ସିଂହ: ସନ୍ତାନକଷ୍ଟ, ବ୍ୟକ୍ତିବିଶେଷଙ୍କ ସହଯୋଗ, ଶୁଭ ଅାଲୋଚନା, ସମ୍ପତ୍ତିଖୁସି, ଅଳ୍ପ ଶରୀର ଅସୁସ୍ଥ, ଅର୍ଥସମସ୍ୟା, ନୂତନ କାର୍ଯ୍ୟପନ୍ଥା ଗ୍ରହଣ, ବ୍ୟବସାୟିକ ଲାଭ, ଖୁସିଖବର। ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୬, ଆରାଧନା-ଶଙ୍କର ଭଗବାନ
କନ୍ୟା: ଶରୀର ଅସୁସ୍ଥ, ହେବା କାର୍ଯ୍ୟକୁ ନଇ ଚିନ୍ତିତ, କର୍ମକ୍ଷେତ୍ରେ ସନ୍ତୁଷ୍ଟ, ଆୟ ଅପେକ୍ଷା ବ୍ୟୟ ଅଧÒକ, ସ୍ବଜନ ବିରୋଧ, ପୁରାତନ ବନ୍ଧୁସାହାଯ୍ୟ, କିଛି ଦ୍ରବ୍ୟ କରିବେ। ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଅାକାଶୀ, ସଂଖ୍ୟା-୫, ଆରାଧନା- ମା’ ବଗଳାମୁଖୀ।
ତୁଳା: ଶୁଭଖବର, ମାନସିକ ଶାନ୍ତି, ଶୁଭ ଅଲୋଚନା, ଦୂରଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି, ଅର୍ଥଲାଭ, ଦାମ୍ପତ୍ୟଖୁସି, ନୂତନ କର୍ମନିଯୁକ୍ତି, ଗୃହେ ଉତ୍ସବ, ସନ୍ତାନଲାଭ। ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୯, ଆରାଧନା-ପ୍ରଭୁ ହନୁମାନ
ବିଛା: ବନ୍ଧୁ ସହଯୋଗ, ଯାତ୍ରା ସଫଲ, ମାନସିକ ଶାନ୍ତି,େଦବକାର୍ଯ୍ୟରେ ଅଗ୍ରହ, ଲୋକସମ୍ପର୍କ ବୃଦ୍ଧି, ଶୁଭ ଅାଲୋଚନା, ଅର୍ଥଲାଭ, ନୂତନ ନିଯୁକ୍ତି, ସମସ୍ୟା ସମାଧାନ, ଶରୀର ସୁସ୍ଥ। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୧୦, ଆରାଧନା- ବିଷ୍ଣୁ ଭଗବାନ
ଧନୁ: ମାନସିକ ଚାପ, ବ୍ୟବସାୟରେ କ୍ଷତି, ପାରିବାରିକ ସମସ୍ୟା, ଅଳ୍ପକିଛି ଅଲୋଚନା ସଫଳ, ଶରୀର ସୁସ୍ଥ, ସମ୍ପତ୍ତି ବିବାଦ, ଉଚ୍ଚପଦସ୍ଥ ଅଧÒକାରୀଙ୍କ ଅାକ୍ରୋଶର ଶିକାର। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୩, ଆରାଧନା- ମା’ ଭଗବତୀ
ମକର: କିଛି କାର୍ଯ୍ୟରେ ବିଳମ୍ବ, ବନ୍ଧୁ ସହଯୋଗ, କର୍ମକ୍ଷେତ୍ରେ ଶାନ୍ତି, ଉତ୍ସବକୁ ନଇ ଦୂରଯାତ୍ରା, ଆର୍ଥିକ ସମସ୍ୟା ଅାସିପାରେ, ସମ୍ପତ୍ତିଲାଭ, ଶତ୍ରୁସମସ୍ୟା ଦେଖାଦେବ, ପାରିବାରିକ ଖୁସି। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୮, ଆରାଧନା-ମା’ ଦକ୍ଷିଣକାଳୀ
କୁମ୍ଭ: ଶରୀର ସୁସ୍ଥ, ନୂତନ ନିଯୁକ୍ତି, େଲାକସମ୍ପର୍କ ବୃଦ୍ଧି, ଅର୍ଥଲାଭ, ଅଚାନକ ଖୁସିଖବର, ପାରିବାରିକ ଶାନ୍ତି, ଦେବକାର୍ଯ୍ୟରେ ଅଗ୍ରହ, ଅତିଥÒ ସତ୍କାର, ସନ୍ତାନଲାଭ। ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୯, ଆରାଧନା- ମା’ କୋଚିଳାଇ।
ମୀନ: ଅର୍ଥଲାଭ, ସ୍ବାସ୍ଥ୍ୟରେ ଉନ୍ନତି, ଗଠନମୂଳକ କାର୍ଯ୍ୟରେ ପ୍ରଶଂସା, ଶୁଭଖବର, ବିଶିଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ, ସମ୍ମାନପ୍ରାପ୍ତି, ସମସ୍ୟା ସମାଧାନ, ଦୂରଯାତ୍ରା ସଫଳ। ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ମା’ ମଙ୍ଗଳା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।