୨୮.୯.୨୦୨୬ ସୋମବାର

Sep 28, 2026 - 15:49
୨୮.୯.୨୦୨୬  ସୋମବାର

 

 

ମେଷ:  ପ୍ରୀତି ଲାଭ, ଶୁଭ ଆଲୋଚନା, ପୁରାତନ ବିବାଦ ସମାଧାନ, ଗୃହେ ଉତ୍ସବ, ଅର୍ଥ ଲାଭ, ମାନସିକ ଶାନ୍ତି, ଶାରୀରିକ ସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ। ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୯, ଆରାଧନା- ମା’ ସନ୍ତୋଷ

ବୃଷ: ସମ୍ପର୍କରେ ଉନ୍ନତି, ଆର୍ଥ଄କ ଚିନ୍ତା, ପାରିବାରିକ ସମସ୍ୟା ଦୂର, ସମ୍ପତ୍ତି ସମସ୍ୟାରୁ ମୁକ୍ତ, ଗଠନମୂଳକ କାର୍ଯ୍ୟରେ ଶାନ୍ତି, ଶାରୀରିକ ସୁସ୍ଥ।  ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା- ପ୍ରଭୁ ହନୁମାନ

ମିଥୁନ: କର୍ମକ୍ଷେତ୍ରରେ ଖୁସି, ଦୂର ଯାତ୍ରାରେ ସଫଳତା, ବିବାଦ ସମାଧାନ, ଶୁଭ ଆଲୋଚନା, ବନ୍ଧୁଲାଭ, ଅର୍ଥ ଲାଭ, ନୂତନ ନିଯୁକ୍ତି, ବିଶିଷ୍ଟ କାର୍ଯ୍ୟରେ ସଫଳତା। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଇସତ ଲାଲ, ସଂଖ୍ୟା-୯, ଆରାଧନା- ମହାଲକ୍ଷ୍ମୀ।

କର୍କଟ: ଶୁଭକାର୍ଯ୍ୟରେ ଧନଖର୍ଚ୍ଚ, ଅଯଥା ଅଶାନ୍ତି ରହିବ, ବନ୍ଧୁ ସହଯୋଗ, ବହୁଦିନର ଆଶା ସଫଳ, ନୂତନ ନିଯୁକ୍ତି, ଦୂରଯାତ୍ରାରେ ଖୁସି, ପୁରାତନ ବନ୍ଧୁମିଳନ, ପୈତୃକ ସମ୍ପତ୍ତିରେ ବିଦ୍ରୋହ। ଅଶ୍ଲେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶୀ, ସଂଖ୍ୟା-୫, ଆରାଧନା- ମା’ ବଗଳାମୁଖୀ

ସିଂହ: ନୂତନ କର୍ମ ପାଇଁ ଖୁସି, ସମ୍ମାନ ଲାଭ, ପୁରାତନ େରାଗରୁ ମୁକ୍ତି, ସମସ୍ୟା ସମାଧାନ, ଗୃହେ ସହଯୋଗ, ଅର୍ଥ ଲାଭ, ଦ୍ରବ୍ୟ ପ୍ରାପ୍ତି, ଦାମ୍ପତ୍ୟ ସୁଖ, ବନ୍ଧୁ ସହଯୋଗ। ପୂର୍ବଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୯, ଆରାଧନା- ବାବା ଲାକନାଥ

କନ୍ୟା: ଯାତ୍ରାରେ ଲାଭ, ହେବା କାର୍ଯ୍ୟରେ ବିଳମ୍ବ, ବନ୍ଧୁ ସାହାଯ୍ୟ, ଶାରୀରିକ ସୁସ୍ଥ, ଶୁଭ ଆଲୋଚନା, ଅନୁଷ୍ଠାନରୁ ଲାଭ, ସମ୍ପତ୍ତି ଲାଭ, ଶତ୍ରୁ ପରାଜିତ, ନୂତନ ନିଯୁକ୍ତି। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୧୦, ଆରାଧନା- ପ୍ରଭୁ ଜଗନ୍ନାଥ।

ତୁଳା: ଆର୍ଥ଄କ ଲାଭ, ଦାମ୍ପତ୍ୟ ଖୁସି, ମାନସମ୍ମାନ ପ୍ରାପ୍ତି, ଶାରୀରିକ ସୁସ୍ଥ, ଦୂର ଯାତ୍ରା ସଫଳ, ଶୁଭ ଆଲୋଚନା, ପୁରାତନ ବନ୍ଧୁମିଳନ, ଦ୍ରବ୍ୟ ଲାଭ, ସନ୍ତାନ ଲାଭ। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୨, ଆରାଧନା- ଗାଈଙ୍କୁ ଖାଇବାକୁ ଦିଅନ୍ତୁ।

ବିଛା: ଭାବିଥÒବା କାର୍ଯ୍ୟରେ ବିଘ୍ନ ରହିବ, ଶରୀର ସୁସ୍ଥ, ସମ୍ପତ୍ତି ସମସ୍ୟା, ଶତ୍ରୁ ସମସ୍ୟା, ସ୍ବଜନ ବିରୋଧ, ଅନୁଷ୍ଠାନରୁ ଲାଭ, ଅର୍ଥ ସମସ୍ୟା ଆସିପାରେ। ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୭, ଆରାଧନା- ପ୍ରଭୁ ନୃସିଂହ

ଧନୁ: କର୍ମକ୍ଷେତ୍ରରେ ଶାନ୍ତି, ଶାରୀରିକ ପରିଶ୍ରମ, ହଠାତ୍ ଅସୁସ୍ଥତା, ଶୁଭ ଖବର, ସମସ୍ତ କାର୍ଯ୍ୟ ପାଇଁ ଶାନ୍ତି, ବ୍ୟବସାୟରେ ସ୍ବଳ୍ପ ଲାଭ, ଦାମ୍ପତ୍ୟ ଖୁସି, ବିବାଦ ସମାଧାନ। ପୂର୍ବାଷାଢ଼ା  ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଇସତ ଲାଲ, ସଂଖ୍ୟା-୧୦, ଆରାଧନା- ମା’ ଭଗବତୀ

ମକର:  ପୈତୃକ ସମ୍ପତ୍ତି ଲାଭ, ଶୁଭ ଖବର, ଅର୍ଥ ପ୍ରାପ୍ତି, ବିଶିଷ୍ଟ କାର୍ଯ୍ୟରେ ସନ୍ତୋଷ, ଅଯଥା କଷ୍ଟ, ପୁରାତନ ଦ୍ରବ୍ୟ ଲାଭ, ଶରୀର ସୁସ୍ଥ। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା- ମା’ କନ୍ୟାକୁମାରୀ

କୁମ୍ଭ: ମାନସିକ ଶାନ୍ତି, ଦୂର ଯାତ୍ରା ପାଇଁ ଶୁଭ ଆଲୋଚନା, ଦାମ୍ପତ୍ୟ ଖୁସି, ଅନୁଷ୍ଠାନରୁ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ସନ୍ତାନ ଲାଭ। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-୮, ଆରାଧନା- ମା’ ଦୁର୍ଗା।

ମୀନ: ବୟୋଜେଷ୍ଠ ବ୍ୟକ୍ତିଙ୍କ ଲାଗି ଚିନ୍ତା, ବନ୍ଧୁ ଦର୍ଶନ, ବିବାଦସ ମାଧାନ, କର୍ମକ୍ଷେତ୍ରରେ ସଫଳତା, ଲୋକସମ୍ପର୍କ ବୃଦ୍ଧ, ସୁମିଷ୍ଟ ଭାଜନ ପ୍ରାପ୍ତି, ଦୂରଯାତ୍ରାରୁ ସୁଫଳ, ଶତ୍ରୁ ସମସ୍ୟା। ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୬, ଆରାଧନା- ପ୍ରଭୁ ଜଗନ୍ନାଥ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।