Accident: ଦୁର୍ଗାପୂଜା ଦେଖି ଯିବା ବେଳେ ଅଟୋକୁ ଧକ୍କା ଦେଲା କଣ୍ଟେନର; ଶିଶୁ ମୃତ, ୪ ଗୁରୁତର

Oct 20, 2026 - 22:26
Accident: ଦୁର୍ଗାପୂଜା ଦେଖି ଯିବା ବେଳେ ଅଟୋକୁ ଧକ୍କା ଦେଲା କଣ୍ଟେନର; ଶିଶୁ ମୃତ, ୪ ଗୁରୁତର

"କାଲିମେଳା (ଦୁଃଶାସନ ମହାପାତ୍ର): ଦୁର୍ଗାପୂଜା ଦେଖିବାକୁ ଯିବା ବେଳେ ଏକ ଯାତ୍ରୀବାହୀ ଅଟୋକୁ କୁଣ୍ଡା ବୋଝେଇ କଣ୍ଟେନର ଶକ୍ତ ଧକ୍କା ଦେଇଛି।

ଏହି ଦୁର୍ଘଟଣରେ ଜଣେ ଶିଶୁର ମୃତ୍ୟୁ ଘଟିଛି।

ମାଲକାନଗିରି ଜିଲ୍ଲା କାଲିମେଳା ଚେକ ପୋଷ୍ଟ ନିକଟରେ ଆଜି ରାତିରେ ଏହି ଦୁର୍ଘଟଣା ଘଟିଛି।Advertisment ସୂଚନା ଅନୁସାରେ କାଲିମେକା ଥାନାରେ କାର୍ଯ୍ୟରତ ଜଣେ ହୋମଗାଡ଼ଙ୍କ ପରିବାର ଦୁର୍ଗାପୂଜା ଦେଖିବାକୁ ଏମଭି ୬୪ ଗ୍ରାମକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା।

ଏହି ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ଘଟିଛି।

ଅନ୍ୟ ୪ ଜଣ ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।