Accident: ହୋଟେଲ ଭିତରେ ପଶିଗଲା କାର୍, ବାଇକ ଆରୋହୀଙ୍କ ସମେତ ଦୁଇ ଆହତ

Aug 08, 2026 - 13:00
Accident: ହୋଟେଲ ଭିତରେ ପଶିଗଲା କାର୍, ବାଇକ ଆରୋହୀଙ୍କ ସମେତ ଦୁଇ ଆହତ

"ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଛି l କାରଟି ଭାରସାମ୍ୟ ହରାଇ ବେଦବ୍ୟାସ ଟିସିଆଇ ନିକଟ ଏକ ହୋଟେଲ ଭିତରକୁ ପଶି ଯାଇଥିଲାl Advertisment ପୁଲିସର ତଦନ୍ତ ଜାରି କାର ଚାଳକ ଓ ବାଇକ ଆରୋହୀ ଆହତ ହୋଇଛନ୍ତି l ଦୁହିଁଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ବ୍ରାହ୍ମଣୀତରଙ୍ଗ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରି ଘଟଣାର ତଦନ୍ତ ଚଳାଇଛି l Baitarani River: ଘାଇ ମରାମତି ହୋଇଥିବା ସ୍ଥାନର ୩ ଫୁଟ ଉଚ୍ଚତାରେ ବନ୍ୟା ଜଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।