Ama Bus Theft Gang Busted in Bhubaneswar! 5 Women Arrested, 10 Stolen Mobiles Seized

Sep 05, 2026 - 20:21
Ama Bus Theft Gang Busted in Bhubaneswar! 5 Women Arrested, 10 Stolen Mobiles Seized

#ଆମ_ବସରୁ_ଲୁଟ୍ #ବନ୍ଧାହେଲେ_ମହିଳା_ବଂଜାରା_ଗ୍ୟାଙ୍ଗ
ଭୁବନେଶ୍ୱରରେ ‘ଆମ ବସ୍’ରୁ ଲୁଟ୍ ଘଟଣା । ୫ ଜଣିଆ ମହିଳା ବଂଜାରା ଗ୍ୟାଙ୍ଗକୁ ଗିରଫ କରି କୋର୍ଟଚାଲାଣ କରିଛି ନୟାପଲ୍ଲି ପୋଲିସ। ସେମାନଙ୍କ ଠାରୁ ୧୦ଟି ଚୋରା ମୋବାଇଲ, ୨ଟି ଦାମୀ ବ୍ୟାଗ ଜବତ କରାଯାଇଛି। ସମସ୍ତ ମହିଳା ମାନଙ୍କ ଘର ହେଉଛି ମହାରାଷ୍ଟ୍ର। ଏହି ଗ୍ୟାଙ୍ଗ ‘ଆମ ବସ୍' ଏବଂ ମାର୍କେଟରେ ଜାଣିଶୁଣି ଭିଡ଼ ସୃଷ୍ଟି କରୁଥିଲେ। ଯାତ୍ରୀମାନେ ଅସାବଧାନ ଥିବା ବେଳେ ସେମାନେ ଅତି ଚତୁରତାର ସହ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଓ ଲୋକଙ୍କ ପକେଟରୁ ଦାମୀ ମୋବାଇଲ୍ ଓ ଟଙ୍କା ଲୁଟି ନେଉଥିଲେ | ଅନ୍ୟ ରାଜ୍ୟରେ ଥିବା ନିଜ ଦଲାଲମାନଙ୍କ ଜରିଆରେ ବିକ୍ରି କରୁଥିଲେ I ଜୟଦେବ ବିହାର ବସ୍ ଷ୍ଟପେଜ୍ ନିକଟରେ ୫ ଜଣ ମହିଳା ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇ ଲୁଟ୍ ମୋବାଇଲ୍ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଧରିଥିଲା ପୋଲିସ। ଯାଞ୍ଚ ବେଳେ ସେମାନଙ୍କ ନିକଟରେ ଥିବା ଦୁଇଟି କପଡ଼ା ବ୍ୟାଗରୁ ବିଭିନ୍ନ ନାମୀଦାମୀ କମ୍ପାନୀର ମୋଟ ୧୦ଟି ଚୋରା ମୋବାଇଲ୍ ଜବତ କରାଯାଇଛି।....
#Bhubaneswar#AmaBus#Nayapalli#CrimeNews#MobileTheft#WomenGang#PoliceAction#JayadevVihar#OdishaCrime#OdishaNews#OdishaTV#OTV

Nayapalli Police in Bhubaneswar have arrested a five-member women’s Banjara gang in connection with alleged thefts from ‘Ama Bus’ and crowded marketplaces. Police seized 10 stolen mobile phones and two expensive bags from their possession. All five women are reportedly from Maharashtra.

According to police, the gang allegedly created deliberate crowds to distract passengers and then stole expensive mobile phones and cash from pockets and women’s vanity bags when people were unaware. The stolen items were allegedly sold through contacts in other states

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।