Arrested: ହାତୀ ଦାନ୍ତ ଜବତ, ସମ୍ପୃକ୍ତ ମାଫିଆ ଗିରଫ

Sep 18, 2026 - 08:47
Arrested: ହାତୀ ଦାନ୍ତ ଜବତ, ସମ୍ପୃକ୍ତ ମାଫିଆ ଗିରଫ

"ଛେଣ୍ଡିପଦା: ଛେଣ୍ଡିପଦା ଥାନା ଦେବଗଡ଼ ଛକରୁ ପୁଲିସ ଅଢେଇ କେଜି ଓଜନର ହାତୀଦାନ୍ତ ଜବତ କରି ସମ୍ପୃକ୍ତ ମାଫିଆକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ପୁଲିସ ଦେବଗଡ଼ ଛକରୁ ଅଢେଇ କେଜି ଓଜନର ହାତୀ ଦାନ୍ତ ଜବତକରିଛି।Advertisment ଆଜି ହାତୀ ଦାନ୍ତ ବନ ବିଭାଗକୁ ହସ୍ତାନ୍ତର କରିବ ପୁଲିସ ଘଟଣାସ୍ଥଳରୁ ସମ୍ପୃକ୍ତ ମାଫିଆ ବାଗଡ଼ିଆ ଗ୍ରାମର ସୁକାନ୍ତ ପ୍ରଧାନ(୪୨)ଙ୍କୁ ଗିରଫ କରି ତଦନ୍ତ ଚଳେଇଛି।

ଆଜି ହାତୀ ଦାନ୍ତ ବନ ବିଭାଗକୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି।

AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।