Balianta Murder Case: Smruti Martha Dies After 3 Days of Treatment; Locals Gherao Police Station

Oct 23, 2026 - 00:13
Balianta Murder Case: Smruti Martha Dies After 3 Days of Treatment; Locals Gherao Police Station

Balianta Murder Case: Smruti Martha Dies After 3 Days of Treatment; Locals Gherao Police Station

#ବାଲିଅନ୍ତାରେ_ପୁଣି_ପିଟିପିଟି_ହତ୍ୟା
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ପୁଣି ବର୍ବରତା। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। ତିନି ଦିନ ତଳେ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସ୍ମୃତି ରଞ୍ଜନ ମାର୍ଥା। ଏପଟେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାଲିଅନ୍ତା ଥାନା ଘେରାଉ କରିଛନ୍ତି ଉତ୍ୟକ୍ତ ଲୋକେ। ବାଲିଅନ୍ତା ଥାନା ପାଟଣା ଗାଁରେ ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ସ୍ଥାନୀୟ ଲୋକ ନିର୍ଘାତ ସ୍ମୃତି ରଂଜନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆକ୍ରମଣରେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିଲା। ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩ ଦିନର ଚିକିତ୍ସା ପରେ ଆଜି ତାଙ୍କ ମୃତ୍ୟୁ ହୋଇଛି। ଏପଟେ ଲୋକେ ବାଲିଅନ୍ତା ଥାନା ଘେରାଉ କରିଥିବା ବେଳେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।
#OTV#OdishaNews#Balianta#Bhubaneswar#SmrutiRanjanMartha#MurderCase#CrimeNews#OdishaPolice#Justice#BreakingNews#OdishaTV

A young man, Smruti Ranjan Martha, has died after allegedly being brutally assaulted over previous enmity in Patana village under Balianta police station on the outskirts of Bhubaneswar. He reportedly sustained serious chest injuries in the attack three days ago and was undergoing treatment at a private hospital. He succumbed to his injuries today. Meanwhile, angry locals gheraoed the Balianta police station, demanding the arrest of those responsible. A police response was not available at the time of reporting.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।