Bhubaneswar Gas Cylinder Theft Racket Busted: ରାଜଧାନୀରେ ଗ୍ୟାସ ସିଲିଣ୍ଡର ଚୋରି ରାକେଟ ଠାବ, ୭୦ରୁ ଉର୍ଦ୍ଧ୍ୱ ସିଲିଣ୍ଡର ଜବତ
ରାଜଧାନୀରେ ଗ୍ୟାସ ସିଲିଣ୍ଡର ଚୋରି ରାକେଟ ଠାବ।
ଘରୁ ଗ୍ୟାସ ସିଲିଣ୍ଡର ଚୋରି କରି ପୁରା ଭୁବନେଶ୍ୱରରେ ଚଳାଇଥିଲେ ନେଟୱାର୍କ।
ମୁଖ୍ୟ ଅଭିଯୁକ୍ତ ତୁଷାର ରଞ୍ଜନ ବାରିକ ସମେତ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ।
Advertisment ଖଣ୍ଡଗିରି, ଚନ୍ଦକା, ଭରତପୁର ଓ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ଗ୍ୟାଙ୍ଗକୁ ଧରିଥିଲା ପୋଲିସ।
ଚୋରି ସିଲିଣ୍ଡରକୁ ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ।
୭୦ରୁ ଉର୍ଦ୍ଧ୍ୱ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।