Black Scorpio Chases Vegetable Truck: ୬ ଦୁର୍ବୃତ୍ତଙ୍କ ଆତଙ୍କ, ଛୁରୀ ଦେଖାଇ ଟ୍ରକର ୩ ଜଣଙ୍କୁ ଆକ୍ରମଣ

Oct 07, 2026 - 15:48
Black Scorpio Chases Vegetable Truck: ୬ ଦୁର୍ବୃତ୍ତଙ୍କ ଆତଙ୍କ, ଛୁରୀ ଦେଖାଇ ଟ୍ରକର ୩ ଜଣଙ୍କୁ ଆକ୍ରମଣ

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ୱର ଜାତୀୟ ରାଜପଥ ଜାମୁଝାଡି ଛକ ନିକଟରେ ଡ୍ରାଇଭରଙ୍କ ପାଖରୁ ଲୁଟ। ଗୋଟିଏ ଟ୍ରକ ପରିବା ନେଇ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିଲା। ଗୋଟିଏ କଳା ରଙ୍ଗର ସ୍କର୍ପିଓ ଗାଡିକୁ ପିଛା କରିଥିଲା। ପରେ ଟ୍ରକଟିକୁ ଅଟକାଇ ଡ୍ରାଇଭର ଓ ଅନ୍ୟ ୨ଜଣଙ୍କୁ ଛୁରୀ ଦେଖାଇ ଭୟଭୀତ କରିଥିଲେ ଦୁବୃର୍ତ୍ତ। ହେଲେ ଟ୍ରକରେ ୩ ଜଣ ଥିବା ବେଳେ ସ୍କର୍ପିଓରେ ୬ଜଣ ଥିଲେ।

ଦୁବୃର୍ତ୍ତମାନେ ଡ୍ରାଇଭର ଓ ଅନ୍ୟ ୨ଜଣକୁ ଆକ୍ରମଣ କରି ତାଙ୍କ ନିକଟରୁ ଲୁଟ କରି ନେଇଥିଲେ। ଟ୍ରକରେ ଥିବା ଜଣେ ଯୁବକ କୌଶଳ କରି ସ୍କର୍ପିଓଟିର ଭିଡିଓ କରି ଦେଇଥିଲେ। ଦୁବୃର୍ତ୍ତମାନେ ସେଠାରୁ ଫେରାର ମାରି ଥିଲେ। ରାସ୍ତାରେ ଯାଉଥିବା ଅନ୍ୟ ଗାଡି ଗୁଡିକୁ ଅଟକାଇ ସହାୟତା ପାଇଁ କହିଥିଲେ ଟ୍ରକ ଡ୍ରାଇଭର। ସେହି ସମୟରେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି।...

ବାଲେଶ୍ୱର ଜାମୁଝାଡି ଛକ ନିକଟରେ ଡ୍ରାଇଭରଙ୍କ ପାଖରୁ ଲୁଟ
ଟ୍ରକ ପରିବା ନେଇ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିଲା
କଳା ରଙ୍ଗର ସ୍କର୍ପିଓ ଗାଡିକୁ ପିଛା କରିଥିଲା
 ଡ୍ରାଇଭର ଓ ଅନ୍ୟ ୨ଜଣଙ୍କୁ ଛୁରୀ ଦେଖାଇ ଭୟଭୀତ
 ଟ୍ରକରେ ୩ ଜଣ ଥିବା ବେଳେ ସ୍କର୍ପିଓରେ ୬ଜଣ ଥିଲେ
ଜଣେ ଯୁବକ କୌଶଳ କରି ସ୍କର୍ପିଓଟିର ଭିଡିଓ କରିଥିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।