Chandaka ‘Haunted House’ Murder Case: Accused Braja Kishore Bhoi Arrested

Aug 08, 2026 - 10:19
Chandaka ‘Haunted House’ Murder Case: Accused Braja Kishore Bhoi Arrested

#ଗିରଫ_ହେଲା_ହତ୍ୟା_ଅଭିଯୁକ୍ତ
ଗିରଫ ହେଲା ହତ୍ୟା ଅଭିଯୁକ୍ତ। ଚନ୍ଦକା ଥାନା ଅଂଚଳରେ ଭୂତ ବଙ୍ଗଳା ବୋଲାଉଥିବା ଏକ ପୁରୁଣା କୋଠାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ବ୍ରଜକିଶୋର ଭୋଇ ଓରଫ ବାପିକୁ ଗିରଫ କରିଛି ପୋଲିସ। ଚନ୍ଦକା ପାଇକରାପୁରରେ ଘଟିଥଲା ଏ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ବାପିକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ I ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିଲା ହତ୍ୟା ଅଭିଯୁକ୍ତ ବାପି I ମୃତକଙ୍କ ପତ୍ନୀ କବିତା ଦାସ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ଖୋଲିଥିଲା ଭୂତ ବଙ୍ଗଳା ମର୍ଡର ମିଷ୍ଟ୍ରି ଉପରୁ ପରଦା I
#OdishaNews#BhubaneswarNews#Chandaka#MurderCase#OdishaPolice#CrimeNews#Paikarapur#HauntedHouseMystery#OdishaTV#OTV

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।