Chaotic Crowds Disrupt Tarpaulin Distribution: ଜରିପାଲ ପାଇଁ ପ୍ରବଳ ଭିଡ଼, ଠେଲାପେଲା ପରେ ବନ୍ଦ ହେଲା ବଣ୍ଟନ
ବନ୍ୟା ପ୍ରଭାବିତଙ୍କୁ ଜରିପାଲ ବଣ୍ଟନ ବେଳେ ପ୍ରବଳ ଭିଡ଼, ବନ୍ଦ ହେଲା ବଣ୍ଟନ।
ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କ ପାଇଁ ଜରିପାଲ ବଣ୍ଟନ ବେଳେ ଅସମ୍ଭାଳ ଭିଡ଼।
ଶହ ଶହ ଲୋକଙ୍କ ଭିଡ଼ ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଦିଗପହଣ୍ଡିର ପଦ୍ମନାଭପୁର ଓ ଚିକିଟିର ନୂଆପଡ଼ା ଆରଆଇ କାର୍ଯ୍ୟାଳୟରେ ଦେଖିବାକୁ ମିଳିଲା ଏଭଳି ଅବ୍ୟବସ୍ଥା।
ଅଯୋଗ୍ୟ ଲୋକ ମଧ୍ୟ ଲାଇନରେ ଥିବା ଅଭିଯୋଗ ହୋଇଛି।
ପୋଲିସର ବୁଝାସୁଝା ସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣକୁ ନଆସିବାରୁ ଶେଷରେ ଜରିପାଲ ବଣ୍ଟନ ବନ୍ଦ କରାଯାଇଥିଲା।
Advertisment ଗଞ୍ଜାମରେ ଜରିପାଲ ବଣ୍ଟନ ବେଳେ ପ୍ରବଳ ଭିଡ଼ ବନ୍ୟା ପ୍ରଭାବିତଙ୍କ ପାଇଁ ଜରିପାଲ ନେବାକୁ ଶହ ଶହ ଲୋକଙ୍କ ଭିଡ଼ ଦିଗପହଣ୍ଡି ତହସିଲର ପଦ୍ମନାଭପୁର ଓ ନୂଆଁପଡ଼ାରେ ଉତ୍ତେଜନା ପେଲାଠେଲା ଯୋଗୁଁ ବନ୍ଦ ହେଲା ଜରିପାଲ ବଣ୍ଟନ ପକ୍କା ଘର ଥିବା ଲୋକେ ବି ଲାଇନରେ ଥିବା ଅଭିଯୋଗ ପୋଲିସର ବୁଝାସୁଝା ସତ୍ତ୍ୱେ ସ୍ଥିତି ଅଣାୟତ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।