Cristiano Ronaldo: ବାପା ମାଳୀ, ମା’ ଗୃହ ସହାୟିକା ଥିଲେ; ଫୁଟବଲ୍ ଖେଳି ଗଢ଼ିଦେଲେ ବିଳାସପୂର୍ଣ୍ଣ ସାମ୍ରାଜ୍ୟ

Jul 09, 2026 - 12:33
Cristiano Ronaldo: ବାପା ମାଳୀ, ମା’ ଗୃହ ସହାୟିକା ଥିଲେ;  ଫୁଟବଲ୍ ଖେଳି ଗଢ଼ିଦେଲେ ବିଳାସପୂର୍ଣ୍ଣ ସାମ୍ରାଜ୍ୟ

"ସ୍ପେନ ବିପକ୍ଷରେ ପର୍ତ୍ତୁଗାଲର ପରାଜୟ ସହିତ ଶେଷ ହୋଇଛି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ୍ କ୍ୟାରିୟର।

ସର୍ବୋତ୍ତମ ଫୁଟବଲ୍ ଖେଳାଳିମାନଙ୍କ ମଧ୍ୟରେ ଗଣାଯାଉଥିବା ରୋନାଲ୍ଡୋଙ୍କ କ୍ୟାରିୟରର ଅନ୍ତ ହେବା ଖବର ଏବେ ତାଙ୍କ ପ୍ରଶଂସକଙ୍କୁ ଭାବପ୍ରବଣ କରିଛି।

ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ରୋନାଲ୍ଡୋ ତାଙ୍କର ଶେଷ ବିଶ୍ୱକପ୍ ଖେଳିବେ।

ସ୍ପେନ ବିପକ୍ଷ ମ୍ୟାଚ୍ ପୂର୍ବରୁ CR7 ନିଜେ ନିଶ୍ଚିତ କରିଥିଲେ ଯେ ଏହା ତାଙ୍କର ଶେଷ ବିଶ୍ୱକପ୍ ହେବ।

ତେବେ ଶେଷ ବିଶ୍ବକପରେ ପରାଜୟ ହୋଇ ରୋନାଲ୍ଡୋ ନିରାଶ ହୋଇଛନ୍ତି।

ହେଲେ ସେ ବିଶ୍ୱକପ୍ ଟ୍ରଫି ଜିତି ନଥିଲେ ବି ଫୁଟବଲ୍ରେ ସେ ଯେଉଁ ଛାପ ଛାଡିଛନ୍ତି ତାହା ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିବ ନିଶ୍ଚୟ।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।