Cyclone to Form Over BoB in Next 6 Hours: ସୃଷ୍ଟି ହେଲା ଗଭୀର ଅବପାତ, ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟା!

Nov 01, 2026 - 13:16
Cyclone to Form Over BoB in Next 6 Hours: ସୃଷ୍ଟି ହେଲା ଗଭୀର ଅବପାତ, ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟା!

ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ।

୬ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଗଭୀର ଅବପାତ।

ଆସନ୍ତାକାଲି ଭୀଷଣ ବାତ୍ୟାରେ ପରିଣତ ହେବ।

ସମୁଦ୍ର ମଧ୍ୟରେ ୨୩କିମି ବେଗରେ ଆଗକୁ ବଢୁଛି ଗଭୀର ଅବପାତ।

ବିଶାଖାପାଟନମ ଠାରୁ ୮୮୦କିମି ଏବଂ ଚେନ୍ନାଇ ଠାରୁ ୮୩୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା।

Advertisment ୩ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା।

ନେଲୁର ଏବଂ ନରସାପୁର ମଧ୍ୟରେ ବାତ୍ୟା 'ମୁରାସୁ' ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।

ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ ରୁ ୧୧୦କିମି ରହିପାରେ।

ଝଟକା ପବନ ୧୨୦କିମି ରହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।