Death: ଡିଜେ କମ୍ପନରେ ଛାତ ଭୁଶୁଡ଼ିଲା: ଜଣେ ମୃତ, ୭ ଗୁରୁତର

Sep 27, 2026 - 09:23
Death: ଡିଜେ କମ୍ପନରେ ଛାତ ଭୁଶୁଡ଼ିଲା: ଜଣେ ମୃତ, ୭ ଗୁରୁତର

"ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଭସାଣବେଳେ ଅଘଟଣ।

ଡିଜେର ଅତ୍ୟଧିକ ଶବ୍ଦ ଓ କମ୍ପନରେ ଏକ ଛାତ ଭାଙ୍ଗି ପଡ଼ିଥିବା ସୂଚନା ରହିଛି।

ଜଟଣୀ ପୋଷ୍ଟ ଅଫିସ ଛକରେ ଭସାଣ ଦେଖୁଥିବା ଲୋକଙ୍କ ଉପରେ ଛାତ ଖସିପଡ଼ିଥିଲା ।Advertisment ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ବିଶ୍ୱଜିତଙ୍କ ମୃତ୍ୟୁ ଛାତ ଖସିପଡ଼ିବାରୁ ଏକାଧିକ ଲୋକ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇ ଭୁବନେଶ୍ୱର ଏମ୍ସ ଓ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ରହିଛି।

ଗୁରୁତରଙ୍କ ମଧ୍ୟରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁରର ବିଶ୍ୱଜିତ ବାରିକ ଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ବିଶ୍ୱଜିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Fog: ସୁନ୍ଦରଗଡ଼ରେ ଋତୁର ପ୍ରଥମ କୁହୁଡ଼ି, ଶୀତୁଆ ସକାଳରେ ଉତ୍ସବମୁଖର ପରିବେଶ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।