News Reel: ନ୍ୟୁଜ୍‌ ରିଲ୍‌: ‘ନା’ କହିପାରନ୍ତିନି ରଶ୍ମିକା!

Sep 27, 2026 - 08:40
News Reel: ନ୍ୟୁଜ୍‌ ରିଲ୍‌: ‘ନା’ କହିପାରନ୍ତିନି ରଶ୍ମିକା!

"ଭିଡ଼ ଭିତରୁ ବାରି ହୋଇପଡୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଦକ୍ଷିଣ ସୁନ୍ଦରୀ ରଶ୍ମିକା ମନ୍ଦାନା ଅନ୍ୟତମ।

ଅଭିନୟ ଓ ନିଜର ସରଳ ସ୍ବଭାବ ପାଇଁ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ପାଲଟିଥିବା ରଶ୍ମିକା ନିଜ ବ୍ୟକ୍ତିତ୍ବର ଏକ ଅଜଣା ଦିଗ ସଂପର୍କରେ ଖୋଲାଖୋଲି କଥା ହୋଇଛନ୍ତି।Advertisment Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ "ଭୋଗ୍ ଇଣ୍ଡିଆ"କୁ ସେ ଦେଇଥିବା ସାକ୍ଷାତ୍‌କାର ଅନୁସାରେ, ରଶ୍ମିକା ନିଜ ଭାବନାଠାରୁ ଅନ୍ୟମାନଙ୍କ ଭାବନାକୁ ଅଧିକ ଗୁରୁତ୍ବ ଦିଅନ୍ତି।

ଏହି କାରଣରୁ କାହାକୁ ହଠାତ୍‌ "ନା" କହିବା ତାଙ୍କ ପାଇଁ ଆଦୌ ସହଜ ହୋଇନଥାଏ।

କୌଣସି କଥାରେ କାହାକୁ ମନା କରିଦେଲେ ସାମ୍ନା ଲୋକ କିପରି ଅନୁଭବ କରିବ, ସେହି ଭାବନା ତାଙ୍କୁ ବେଶି ଘାରେ।

ଫଳରେ ଅନ୍ୟମାନଙ୍କ ଭାବନା ପ୍ରତି ସେ ଅଧିକ ଯତ୍ନବାନ ହୋଇ "ନ‌ା" କହିପାରନ୍ତି ନାହିଁ।

ନିଜର ଲୁକ୍‌କୁ ନେଇ ମଧ୍ୟ ରଶ୍ମିକା ସର୍ବଦା ଦାୟିତ୍ବସଂପନ୍ନ।

Vedanta: ୩ ବର୍ଷରେ ରାଜ୍ୟରେ ୧ ଲକ୍ଷ କୋଟି ଖଟାଇବ ବେଦାନ୍ତ, ବକ୍ସାଇଟ ଯୋଗାଣ ତ୍ୱରାନ୍ବିତ ନେଇ ବେଦାନ୍ତ ମୁଖ୍ୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କୌଣସି ଲୁକ୍‌ କିମ୍ବା ଷ୍ଟାଇଲ୍‌ରେ ନିଜକୁ ଉପସ୍ଥାପିତ କରିବାକୁ ଯିବାବେଳେ ସେ ଦର୍ଶକଙ୍କୁ କେମିତି ଲାଗିବ, ସେଥିପ୍ରତି ଚିନ୍ତିତ ହୁଅନ୍ତି।

ନିଜର ପ୍ରଶଂସକ ଓ ଦର୍ଶକଙ୍କୁ ନିରାଶ କରିବାକୁ ସେ ଖୁବ୍ ଭୟ କରନ୍ତି ବୋଲି ପ୍ରକାଶ  କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।