Death: ଉମରକୋଟରେ ଝାଡ଼ାବାନ୍ତି ଆତଙ୍କ: ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ତୃତୀୟ ଶ୍ରେଣୀ ଛାତ୍ର ମୃତ

Sep 18, 2026 - 11:52
Death: ଉମରକୋଟରେ ଝାଡ଼ାବାନ୍ତି ଆତଙ୍କ: ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ତୃତୀୟ ଶ୍ରେଣୀ ଛାତ୍ର ମୃତ

"ଉମରକୋଟ: ନବରଙ୍ଗପୁର ଜିଲ୍ଲା ତହରା ଗ୍ରାମ ପଞ୍ଚାୟତର କେନ୍ଦୁଘାଟ ଗ୍ରାମରେ ଝାଡ଼ାବାନ୍ତିରୋଗରେ ୨୦ ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି।

ଖାଲି ସେତିକି ନୁହେଁ, ତୃତୀୟ ଶ୍ରେଣୀର ଜଣେ ଛାତ୍ରର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ୭ ଜଣ ପୂଜାରୀଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଖବର ପାଇ ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚିଥିବା ଜଣାଯାଇଛି।Advertisment Life Imprisonment: ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ  ହତ୍ୟା ମାମଲା , ୧୨ ଦୋଷୀଙ୍କୁ ଆଜୀବନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।