Diwali Celebration in Odisha: ବାଣ ଦୋକାନରେ ଜମିଛି ଭିଡ଼; ମନପସନ୍ଦର ବାଣ କିଣୁଛନ୍ତି ଗ୍ରାହକ
ଆଜି ଶୁଭ ଦୀପାବଳି।
ଏନେଇ ଚାରିଆଡେ ଉତ୍ସବର ମାହୋଲ ।
ପିଠାପଣାରେ ମହକୁଛି ପରିବେଶ ।
ଘରକୁ ସଜାଇବା ସହ ରଙ୍ଗୋଲିରେ ବ୍ୟସ୍ତ ମହିଳା ।
ସେପଟେ ସକାଳୁ ସକାଳୁ ବାଣ ଦୋକାନରେ ଜମିବାରେ ଲାଗିଲାଣି ଭିଡ।
Advertisment ଗ୍ରାହକମାନେ ନିଜ ମନପସନ୍ଦର ବାଣ କିଣି ନେଉଛନ୍ତି ।
ସନ୍ଧ୍ୟାରେ ଦୀପ ଜାଳି ବାଣ ଫୁଟାଇବାର ପରମ୍ପରା ରହିଛି ।
ବାଣ ଦୋକାନ ପରି ମିଠା ଦୋକାନରେ ମଧ୍ୟ ଭିଡ ଦେଖିବାକୁ ମିଳିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।