Donald Trump: ବିପଦ ବେଳେ ସାଥୀ ହେବ ଟ୍ରମ୍ପ !
"ନେପାଳରେ ବନ୍ୟାର ବିଭୀଷିକା।
କ୍ଷଣିକ ମଧ୍ୟରେ ସବୁକିଛି ଓଲଟପାଲଟ କରିଦେଲା ପ୍ରକୃତିର ତାଣ୍ଡବ।
ଭୟଙ୍କର ବନ୍ୟାରେ ଶହ ଶହ ଲୋକଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ନିଖୋଜ ଅଛନ୍ତି।
ବନ୍ୟା ପାଣି କମିଛି ସତ ହେଲେ ଏହା ପଛରେ ଛାଡ଼ିଯାଇଛି ଧ୍ୱଂସର ଚିହ୍ନ।
ଆଉ ଏହି ସମୟରେ ନେପାଳ ପାଇଁ ଆଗକୁ ଆସିଛି ଆମେରିକା।
ନେପାଳକୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ଆଶ୍ୱାସନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।