Double Murder in Malkangiri: ମାଲକାନଗିରିରେ ଡବଲ୍ ମର୍ଡର୍, ଧାରୁଆ ଅସ୍ତ୍ରରେ ଆଖିବୁଜା ଆକ୍ରମଣ

Nov 01, 2026 - 09:48
Double Murder in Malkangiri: ମାଲକାନଗିରିରେ ଡବଲ୍ ମର୍ଡର୍, ଧାରୁଆ ଅସ୍ତ୍ରରେ ଆଖିବୁଜା ଆକ୍ରମଣ

ମାଲକାନଗିରିରେ ଡବଲ୍ ମର୍ଡର୍।

ଘରେ ଶୋଇଥିବା ବେଳେ ପରିବାରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ।

ଦମ୍ପତି ମୃତ, ୧୫ ବର୍ଷୀୟ ନାବାଳକ ଗୁରୁତର।

ବାଲିମେଳା ଥାନା ଏମ୍ ଭି-୩୬ ଗ୍ରାମରେ ଘଟିଛି ହତ୍ୟାକାଣ୍ଡ।

ତେବେ ରାତିରେ ପରିବାର ଶୋଇଥିବା ବେଳେ କବାଟ ଭାଙ୍ଗି ଘରେ ପଶିଥିଲେ ଜଣେ ଯୁବକ।

Advertisment ଧାରୁଆ ଅସ୍ତ୍ରରେ କରିଥିଲେ ଆଖିବୁଜା ଆକ୍ରମଣ।

ଘଟଣାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ପୂର୍ବ ଶତ୍ରୁତାରୁ ଆକ୍ରମଣ ସନ୍ଦେହ।

ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।