Durga puja: ମଣ୍ଡପରେ ମହାଷ୍ଟମୀ

Oct 18, 2026 - 19:02
Durga puja: ମଣ୍ଡପରେ ମହାଷ୍ଟମୀ
Gallery

Durga puja: ମଣ୍ଡପରେ ମହାଷ୍ଟମୀ

ଶାରଦୀୟ ଦୁର୍ଗାପୂଜାରେ ପୀଠରେ ଆଜି ମହାନବମୀ ପାଳନ କରାଯାଉଛି। ମଣ୍ଡପରେ ମାଙ୍କର ମହାଷ୍ଟମୀ ପୂଜାର୍ଚ୍ଚନା ଚାଲିଛି। ଐତିହାସିକ କଟକ ସହରରେ ମା’ ଦୁର୍ଗାଙ୍କ ଭବ୍ୟ ପୂଜାର୍ଚ୍ଚନା ଚାଲିଛି। ସୁନା ଏବଂ ଚାନ୍ଦୀ ମେଢ଼ରେ ମା’ଙ୍କ ମନଲୋଭା ବେଶ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।