Earthquake: ତିବ୍ଦତରେ ୫.୯ ତୀବ୍ରତାର ଭୂମିକମ୍ପ
ବେଜିଂ: ଚୀନର ତିବ୍ଦତ ଅଞ୍ଚଳରେ ରବିବାର ୫.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍ଏସ୍ସି) କହିଛି।
ଭୂମିକମ୍ପଟି ୯ କିମି ଗଭୀରତାରେ ଅନୁଭୂତ ହୋଇଥିଲା।
ଗତ ସପ୍ତାହରେ ଏଠାରେ ୭ ତୀବ୍ରତାର ଭୂମିକମ୍ପ ଆସି ୧୬ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଓ ୫୪ ଜଣ ଆହତ ହୋଇଥିଲେ।
ଉତ୍ତର ଆଞ୍ଚଳିକ ସହର ନାଗକୁରେ ଶହ ଶହ ଘର ଭୁଶୁଡ଼ି ପଡ଼ିଥିଲା।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।