Earthquake : ଦେବଗଡ଼ରେ ଭୂକମ୍ପ ଝଟକା, ରିଆମାଳରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ

Sep 29, 2026 - 08:50
Earthquake : ଦେବଗଡ଼ରେ ଭୂକମ୍ପ ଝଟକା, ରିଆମାଳରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ

"ଦେବଗଡ଼: ଦେବଗଡ଼ ଜିଲାରେ ଭୂମିକମ୍ପ।

ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ସୋମବାର ରାତି ପ୍ରାୟ ୧୦ଟା ୪୮ ମିନିଟ୍ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଏହା ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଥିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁକେଶ ଭୋଇ ସୂଚନା ଦେଇଛନ୍ତି।

ଏହାସହିତ ଉକ୍ତ ଅଞ୍ଚଳର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।Advertisment Oil Tanker: ଅଳ୍ପକେ ବର୍ତ୍ତିଲା ତେଲ ଜାହଜ, ମଝି ସମୁଦ୍ରରେ ଖରାପ ହୋଇଗଲା ଇଞ୍ଜିନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।